Browsing Tag

Rasmitasahoo

ଆନ୍ଧ୍ର ପୋଲିସ ସାହାଯ୍ୟରେ ପହଂଚିଲା ମୃତ ଶରୀର

 ସେମିଳିଗୁଡ଼ା(ଦଶରଥ ମାଛ) : ମାନବିକତା ଏବେ ବି ବଂଚି ରହିଛି। କିଛି ଲୋକଙ୍କ ନିକଟରେ ମାନବିକତା ନ ଥିଲେ ମଧ୍ୟ ଓଡ଼ିଶା ଲୋକଙ୍କ ପାଇଁ ଆନ୍ଧ୍ର ପୋଲିସ ଦେଖାଇଛି ମାନବିକତା। ଏପରି ଏକ ଘଟଣା ଘଟି ଯାଇଛି କୋରାପୁଟ ଜିଲ୍ଲାର ସୀମାନ୍ତ ଆନ୍ଧ୍ର ଅଂଚଳରେ।  କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ର…
Read More...

କ୍ରୁଟକୁ ମିଳିଲା ସଷ୍ଟେନେବଲ ଟ୍ରାନ୍ସପୋର୍ଟ ଆୱାର୍ଡ

ଭୁବନେଶ୍ୱର : କ୍ରୁଟକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ |ଓଡ଼ିଶାର ଅଗ୍ରଣୀ ପରିବହନ କର୍ତ୍ତୃପକ୍ଷ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ଆଉ ଏକ ଆନ୍ତର୍ଜାତିକ ପୁରସ୍କାର ମିଳିଛି | ସମଗ୍ର ବିଶ୍ୱରେ ସ୍ଥାୟୀ ପରିବହନ ପୁରସ୍କାର ର ବିଜେତା ପ୍ୟାରିସ ହୋଇଥିବା ବେଳେ ଭାରତର…
Read More...

ଚିର ନିଦ୍ରାରେ ସାରସ୍ୱତ ସାଧିକା ନିର୍ମଳପ୍ରଭା

ଭୁବନେଶ୍ୱର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମା ନିର୍ମଳପ୍ରଭା ନାୟକଙ୍କ ପରଲୋକ | ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଇହଧାମ ତ୍ୟାଗ କରିଛନ୍ତି | ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଅତନୁ ସବ୍ୟସାଚୀ ନାୟକଙ୍କ ମା |…
Read More...

ଶ୍ରୀ ବଂଶୀଧର ପ୍ରତିହାରୀ ପାଇଲେ ଧର୍ମପଦ ପୁରସ୍କାର ଓ ୫ଜଣ ଶିଳ୍ପୀ ହେଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଓଡିଶା ଲଳିତ କଳା ଏକାଡେମୀ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶାଙ୍କ ଦ୍ୱାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଧନା ଏବଂ ତତ ସହିତ ୪୦ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର…
Read More...

ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା

ଆଠଗଡ଼ : ଜଣେ ବ୍ୟକ୍ତିର ରେଞ୍ଜରଙ୍କ ହେପାଜତରେ ମୃତ୍ୟୁକୁ ନେଇ ରେଞ୍ଜରଙ୍କ ସମେତ ୭ ବନ କର୍ମଚାରୀ ଆଠଗଡ଼ ଥାନାରେ ଅଟକ ରଖାଯାଇଛି । ହାତୀ ହତ୍ୟା ଅଭିଯୁକ୍ତକୁ ପଚରାଉଚରା ବେଳେ ମୃତ୍ୟୁ ଅଭିଯୋଗ । କଟକ ଆଠଗଡରୁ ଆସିଛି ଏଭଳି ଅଭିଯୋଗ । ହାତୀ ହତ୍ୟା ଅଭିଯୁକ୍ତ ଧନେଶ୍ୱର ବେହେରାଙ୍କୁ ବନ ଅଧିକାରୀ…
Read More...

ଏଫଆଇଏଚ ହକି ବିଶ୍ୱକପ ସମୟରେ ମାତ୍ର ୧୫ ଦିନରେ ୪ ଲକ୍ଷ ଟଙ୍କାରୁ ଉର୍ଧ୍ଵ ବ୍ୟବସାୟ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ମହାନଗର ନିଗମ ୩୭ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପଲ୍ଲୀ ବେହେରା ସାହିର ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ଏକ ଅଗ୍ରଣୀ ମହିଳା ଏସ୍‌ଏଚ୍‌ଜି ମହାସଂଘ । ସେମାନେ ପ୍ରଥମେ ନିଜ ଉଦ୍ୟମରେ ଘରୋଇ ଭାବେ ଅଳ୍ପ କିଛି କିଛି ପିଠା ଓ ଅନ୍ୟାନ୍ୟ ହାତ ତିଆରି…
Read More...

ମୋ କଲେଜ ଅଭିଯାନରେ ଆଜି ୧୫ ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କୁ ସମୁଦାୟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪…

ଭୁବନେଶ୍ୱର: ମୋ କଲେଜ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମ ରେ ଦୁଇଟି ବିଶ୍ୱବିଦ୍ୟାଳୟ ତଥା ୧୩ ଗୋଟି ମହାବିଦ୍ୟାଳୟକୁ ସମୁଦାୟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କା ର ଅର୍ଥ ରାଶି ଅନୁମୋଦିତ କରାଗଲା |ଏହି ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟ ଗୁଡିକ ହେଲା ରମାଦେବୀ ମହିଳା…
Read More...

ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଏ ନେଇ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ବର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ଶେଷ ହେବ ମାର୍ଚ୍ଚ ୨୦ ତାରିଖରେ। ଏନେଇ ବୋର୍ଡ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷା ସକାଳ ୮ ରେ ଆରମ୍ଭ ହୋଇ ୧୦ ଟାରେ ସରିବା ନେଇ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି ।ବୋର୍ଡ…
Read More...

ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ରମାରି ଖସାଇଲା ଆମେରିକା

ଆମେରିକା : ଚୀନର ଗୁଇନ୍ଦା ବେଲୁନକୁ ଆକାଶରେ ହିଁ ନଷ୍ଟ କରିଦେଲା ଆମେରିକା । ଆକାଶରେ ଉଡୁଥିବା ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାଡ କରି ନଷ୍ଟ କରିଛି ଆମେରିକା ସେନା ।ଫେବୃଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ଗୁଇନ୍ଦା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ…
Read More...

ବିଏମ୍ସି ଭାଗରେ ପଡୁଥିବା ଦୋକାନ ପଡୁଛି ଖାଲି , ଭଡାରେ ଲାଗୁଛି ଘରୋଇ ସଂସ୍ଥା ଦୋକାନ

ଭୁବନେଶ୍ବର : ଭୁବନେଶ୍ବର ରେ ବିଭିନ୍ନ ମଲ୍ ବିଏମ୍ସି ଓ ଘରୋଇ ସଂସ୍ଥାର ସହ ଭାଗିଦାରୀରେ ଗଢିଉଠିଛି । ଏହି ମଲ ଗୁଡ଼ିକ ରେ ଯେଉଁ ଦୋକାନ ରହିଛି ତାହା ମଧ୍ୟରୁ ଘରୋଇ ସଂସ୍ଥା ଭାଗରେ ପଡ଼ୁଥିବା ଦୋକାନ ପ୍ରଥମ ଦିନରୁ ହିଁ ଭଡ଼ାରେ ଲାଗିଯାଉଛି। କିନ୍ତୁ ବିଏମ୍ସିର ଭାଗରେ ପଡ଼ୁଥିବା ଦୋକାନ ସବୁ…
Read More...