Browsing Tag

Rasmitasahoo

ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜିଠୁ ଦୁଇ ଦିନିଆ ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଲାପାଳ ସମ୍ମିଳନୀ । ଏହି ସମ୍ମିଳନୀକୁ ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସରକାରଙ୍କ ରୂପାନ୍ତରଣ…
Read More...

କେନ୍ଦୁଝରରେ ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି କେନ୍ଦୁଝର ଜିଲ୍ଲାର ଲୋକଙ୍କ ପାଇଁ ଏକ ମହତ୍ ପୂର୍ଣ୍ଣ ଦିନ | ବହୁ ପ୍ରତୀକ୍ଷିତ ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରି ଏହି ଅଞ୍ଚଳର କ୍ରୀଡ଼ା ପାଇଁ ଅନେକ ଗର୍ବ ଅନୁଭବ କରିଥିଲେ। କେନ୍ଦୁଝରରେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ…
Read More...

ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ବାଜିବ ମୋହର

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯିବ। ସନ୍ଧ୍ୟା ସାଢେ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ…
Read More...

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଋଷଭ ପନ୍ତ

ନୂଆଦିଲ୍ଲୀ : ଭୟଙ୍କର ସଡ଼କ ଦୁର୍ଘଟଣାରେ ଶିକାର ହେବାର ୪୦ ଦିନ ପରେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କ୍ରିକେଟର ଋଷଭ ପନ୍ତ । ସେ ସୁସ୍ଥ ହେଉଥିବା ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି ।ଇଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଋଷଭ ଲେଖିଛନ୍ତି ଯେ 'One step stronger... One step better' ।…
Read More...

ତଣ୍ଡିରୀ ଗାଁ କେନ୍ଦ୍ରୀୟ ଚାରା ଉଦ୍ୟାନ ପରିଦର୍ଶନ ସହ ଗେଟ୍ ର ଶୁଭ ଉଦଘାଟନ

ଫିରିଙ୍ଗିଆ : ଫିରିଙ୍ଗିଆ ବ୍ଲକ ତଣ୍ଡିରୀ ଗାଁ ରେ ଥିବା କେନ୍ଦ୍ରୀୟ ଚାରା ଉଦ୍ୟାନ ପରିଦର୍ଶନ ସହ ନୂତନ ଭାବେ ନିର୍ମାଣ କରାଯାଇଥିବା  ଗେଟ୍ ର ଶୁଭ ଉଦଘାଟନ କରିଛନ୍ତି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ , ଦୀର୍ଘ ୪୦ ବର୍ଷରୁ ଅଧିକ ହେବ ଏହି ଚାରା ଉଦ୍ୟାନ ବନ ବିଭାଗ ଦ୍ଵାରା…
Read More...

ଆଜି କଂଗ୍ରେସ ରେ ମିଶିବେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ।ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଅପରାହ୍ନ ୪ଟା ୩୦ରେ ଏଆଇସିସି କାର୍ଯ୍ୟାଳୟରେ ବିଜୟ ପଟ୍ଟନାୟକ କଂଗ୍ରେସରେ ମିଶିବେ । ୧୯୭୬ କ୍ୟାଡରର ଆଇଏଏସ ଅଧିକାରୀ ବିଜୟ ପଟ୍ଟନାୟକ । ସେ ପୂର୍ବରୁ ୨୦୧୦ରୁ…
Read More...

ଉତ୍କଳ ମଣ୍ଡପର ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ମହାମହିମ

ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ପାଳନ ହେବ। ଏହି ସମାରୋହରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନାନନ୍ଦ ଆଶୀର୍ବାଦ ପ୍ରଦାନ କରିବେ। କାର୍ଯ୍ୟକ୍ରମରେ ସମ୍ମାନିତ…
Read More...

ଆସିକା ସାଂସଦଙ୍କୁ ମିଳିଲା ଶ୍ରେଷ୍ଠ ଜନପ୍ରତିନିଧି ଭାବେ ଜାତୀୟ ପୁରସ୍କାର

ଭୁବନେଶ୍ୱର : ସାଂସଦ ପ୍ରମିଳା ବିଷୋୟୀଙ୍କୁ ମିଳିଲା ଶ୍ରେଷ୍ଠ ଜନପ୍ରତିନିଧି ଭାବେ ଜାତୀୟ ପୁରସ୍କାର | ୧୯ତମ ଭାରତ ଅସ୍ମିତରେ ସମ୍ମାନିତ ହୋଇଛନ୍ତି | ପୁରସ୍କାର ଗ୍ରହଣ ପରେ ଆଜି ସେ ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନବୀନ ନିବାସରେ ସାକ୍ଷାତକାର ବେଳେ ସାଂସଦ…
Read More...

ଲଭ୍ ଲାଇଫକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଅରବପତି ବିଲ୍ ଗେଟ୍ସ

ନିୟୁର୍କ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ଏବେ ପୁଣି ଥରେ ପ୍ରେମରେ ପଡିଛନ୍ତି ।ସେ ତାଙ୍କଠାରୁ କାମ ବୟସର ଜଣେ ମହିଳାଙ୍କୁ ଡେଟ କରୁଛନ୍ତି | ଏକ ଗଣମାଧ୍ୟମ ରିପୋର୍ଟ ଦର୍ଶାଯାଇଥିଲା ଯେ, ସେମାନେ ଏକ ବର୍ଷରୁ ଅଧିକ ସମୟ ପ୍ରେମ ସମ୍ପର୍କରେ ଅଛନ୍ତି।ଆଉ ତାଙ୍କ ନା ହେଉଛି ପାଲା…
Read More...

ସ୍କୁଲ ଅଟକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର ,ଛାତ୍ର ଛାତ୍ରୀ ଆହତ

ଗଞ୍ଜାମ ( ରଜନୀ କାନ୍ତ ପାତ୍ର ) : ଅଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣା ଗ୍ରସ୍ତ ।ଆଜି ସକାଳୁ ୯.୩୦ ସମୟରେ ଓଡ଼ି୦୭ଟି୪୯୬୫ ନଂ ଅଟୋ ଟି ଅଦର୍ଶ ବିଦ୍ୟାଳୟର ୮ ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ଛଣମେରି ସ୍ଥିତ ସାନଖେମୁଣ୍ଡି ଅଦର୍ଶ ବିଦ୍ୟାଳୟ କୁ ଯାଉଥିବା ବେଳେ…
Read More...