Browsing Tag

Rasmitasahoo

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ଦେଲେ ଆଉ ଏକ ସୁଯୋଗ

ଭୁବନେଶ୍ୱର:ରାଜ୍ୟସରକାର ଓଡ଼ିଶା ସିଭିଲ ସର୍ଭିସ ବା OCS ଆଶାୟୀଙ୍କୁ ପାଇଁ ଦେଲେ ଆଉ ଏକ ସୁଯୋଗ । ପୂର୍ବରୁ OCS ପରୀକ୍ଷାର୍ଥୀଙ୍କୁ ତିନୋଟି ସୁଯୋଗ ଦେଇଥିଲେ ବି ଆଉ ଏକ ସୁଯୋଗ ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।ଯେଉଁ ପରୀକ୍ଷତ୍ରୀମାନେ ୨୦୧୯, ୨୦୨୦ ଓ ୨୦୨୧, ୨୦୨୨ରେ ପରୀକ୍ଷା ଦେଇ…
Read More...

ଜମ୍ମୁ-କାଶ୍ମୀର ରଜୌରୀର ଡାଙ୍ଗରୀରେ ଆଇଡି ବ୍ଲାଷ୍ଟ

ଶ୍ରୀନଗର: ନୂଆ ବର୍ଷର ପ୍ରଥମ ଦିନରେ ମଧ୍ୟ ଅଶାନ୍ତ ହୋଇଉଠିଛି ଜାମୁ କାଶ୍ମୀର।ଆତଙ୍କବାଦୀମାନେ ବର୍ଷର ପ୍ରଥମ ଦିନରେ ନିରୀହ ଲୋକଙ୍କୁ ଟାର୍ଗେଟ କରି ଗୁଳି ଚଳାଇଛନ୍ତି।ସନ୍ଧ୍ୟାରେ ଆତଙ୍କବାଦୀଙ୍କ ପକ୍ଷରୁ ରଜୌରୀ ଠାରେ ହୋଇଥିବା ଅନ୍ଧାଧୁନିଆ ଗୁଳି ମାଡ଼ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

ହକି ବିଶ୍ୱକପକୁ ନଜରରେ ରଖି ଷ୍ଟାଡିୟମ ଭିତରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର : ନଭେମ୍ବର ୧୧ ତାରିଖରୁ କୋଭିଡ ସଂକ୍ରମିତ ସଂଖ୍ୟା ୧୨ ତଳେ ରହୁଚି। ବର୍ତ୍ତମାନ ରାଜ୍ୟରେ ମାତ୍ର ୫୦ଜଣ ରୋଗୀ ରହିଛନ୍ତି। ଆଗକୁ ସଂକ୍ରମଣ ବଢିପାରେ କିନ୍ତୁ ଏହା କେତେ କ୍ଷତି ପହଞ୍ଚାଇବ , ଲକ୍ଷଣ କେତେ ଭୟଙ୍କର ହେବ ତାହାର ତଥ୍ୟ ଆସିନାହିଁ। ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।…
Read More...

୩ ନିଗମକୁ ମିଳିଲା ନୂଆ ଅଧକ୍ଷ

ଭୁବନେଶ୍ୱର : ଓଡିଶା  ମସ୍ୟଚାଷ ଉନୟନ ନିଗମ ଅଧକ୍ଷ ଭାବେ ଦାଇତ୍ୱ ଗ୍ରହଣ କଲେ ଶ୍ରୀ ସୁବାଷ ଚନ୍ଦ୍ର ପାତ୍ର| ସେହିପରି ଓଡିଶା ପଣ୍ୟଗର  ନିଗମ ଭାବେ ଦାଇତ୍ୱ ନେଲେ ଶ୍ରୀ ମହେନ୍ଦ୍ର ବଢ଼େଇ | ରାଜ୍ୟ ସରକାର ରାଜ୍ୟର ୱାକ ବୋର୍ଡ଼ ଦାଇତ୍ୱ ଦେଲେ ଏସକେ ନିଜାମୁଦିନ |
Read More...

ଅଳିଆ ଭାବି ରାସ୍ତାରୁ ଉଠେଇଲେ ରଙ୍ଗ ଦେଇ କାନ୍ଥରେ ସଜାଇଲେ

ଭୁବନେଶ୍ୱର : ବାଃ ବାଃ ରେ ରାଜ୍ୟସରକାର ,ଏତେ ଦେଖାଣିଆ ପ୍ରହସନ କାହା ପାଇଁ କରୁଛ | ଗୋଟେ ପଟେ ଗରିବ ପେଟରେ ନାତ ମାରୁଛ ଆଉ ଗୋଟେ ପଟେ ଫଟୋ କାନ୍ଥରେ ଲଗାଇ ଦେଖେଇ ହଉଛ | ଆଗକୁ ବିଶ୍ୱକପ ହକି , ସହରକୁ ସୁନ୍ଦର ଭାବେ ସଜେଇବାପାଇଁ ରାଜ୍ୟ ସରକାର `ଓ ବିଏମ୍ସିର ମିଳିତ ସହାୟତାରରେ  ଅନେକ…
Read More...

କ୍ରିକେଟର ରିଷଭ ପନ୍ତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସହାୟତା କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ

ଦିଲ୍ଲୀ: ଏକ କାର ଦୁର୍ଘଟଣାରେ ଶୁକ୍ରବାର ସକାଳେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ ହୋଇଛନ୍ତି । ପନ୍ତଙ୍କ ମୁଣ୍ଡ, ଗୋଡ ଏବଂ ହାତରେ ଗୁରୁତର ଆଘାତ ଲାଗିଛି । ଏହାଛଡା ପିଠି ଏବଂ ଶରୀରର ଅନ୍ୟ ଭାଗରେ ମଧ୍ୟ ଆଘାତ ଲାଗିଛି । ଏହି ଦୁର୍ଘଟଣା ପରେ ବସ୍‌…
Read More...

ବିଏମ୍ସି ଦେଲା ସମୃଦ୍ଧ ଓଡିଶା ନାଁରେ ଏତଲା

ଭୁବନେଶ୍ୱର : ରାଜ୍ୟ ସରକାର ହକି ୱାର୍ଲଡକପ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନକୁ ପରିସ୍କାର କରି ସବୁଜ ସୁନ୍ଦର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ତାହାକୁ କିଛି ଲୋକ ବା କିଛି ରାଜନୈତିକ ଦଳ ବିଗାଡିବାରେ ଲାଗିଛନ୍ତି | ନିଜ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ…
Read More...

କ୍ୟାପିଟାଲ୍ ହସ୍ପିଟାଲରେ PGIMER ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ନୂତନ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିଛନ୍ତି। ଏହି ଅନୁଷ୍ଠାନର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜଧାନୀ ତଥା ରାଜ୍ୟର…
Read More...

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର। ପଦୋନ୍ନତି ପାଇ ଅଖିଳେଶ ସିଂହ ହେଲେ ଏସ୍‌ଏପି ଡିଆଇଜି।ପୂର୍ବରୁ ଜଗତସିଂହପୁର  ଏସ୍ପି ଥିବା ବେଳେ ପଦୋନ୍ନତି  ହୋଇଛି  ଡିଆଇଜିକୁ ।  ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଂଜ ଡିଆଇଜି। ଏନେଇ ଗୃହ ବିଭାଗ ପକ୍ଷରୁ…
Read More...

ବ୍ରଜରାଜନଗରରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ବ୍ରଜରାଜନଗର ଠାରେ ବିଧାନ ସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଶୋର ବାବୁଙ୍କ ସରଳତା ତାଙ୍କର ବଡ…
Read More...