Browsing Tag

Rasmitasahoo

ଥମୁଛି ମଣିପୁର ହିଂସା ; କୋହଳ ହେଉଛି କର୍ଫ୍ୟୁ

ଇମ୍ଫାଲ : ମଣିପୁରରେ ହିଂସାଘଟଣା ଧିରେ ଧିରେ ଥମୁଛି । ୬ ଦିନ ହେଲା ଚାଲିଥିବା ଏହି ହିଂସା ଘଟଣାରେ ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସର ଯବାନଙ୍କ ଉଦ୍ୟମ ଯୋଗଁ ସ୍ଥିତି ନିୟନ୍ତ୍ରଣାଧିନ ହୋଇଛି । ସେନା ସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ହିଂସା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷାର ସହିତ…
Read More...

ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ

କଲ୍ୟାଣସିଂହପୁର( ସନ୍ତୋଷ କୁମାର ଲମତା ) :  ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ,ଟ୍ରେନ  ୨୫କେବି ବିଦୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ବଳକାକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି, ଏଭଳି  ଘଟଣା ଘଟିଛି…
Read More...

ବିଏମସିର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବଦଳିବ ବିଏମସି କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେବ ବିଏମସି କାର୍ଯ୍ୟାଳୟ । ଆଜି ବିଏମସିର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସନ୍ଧ୍ୟା 5 ଟାରେ ମୁଖ୍ୟମନ୍ତ୍ରୀ ଏହି ଆଇସିଏମଓସି…
Read More...

ବିଆରଏସ୍ ନେତାଙ୍କୁ ଭେଟିବା ପରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି | ବିଆରଏସ୍ ନେତାଙ୍କୁ ବିଜୟ ମହାପାତ୍ର ଭେଟିବା ପରେଭାରତ ରାଷ୍ଟ୍ର ସମିତିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।ବିଆରଏସରେ ଓଡିଶାର ବହୁ ନେତା ସାମିଲ ହେବା ପରେ ବିଜୟ ମହାପାତ୍ର ନୂଆ ପାର୍ଟିରେ ଯୋଗ…
Read More...

ଆଇନ ଶୃଙ୍ଖଳା ବିଭାଗ ପାଇଁ ଶାରୀରିକ ଓ ମାନସିକ ସୁସ୍ଥତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ନବ ଦାସ ମାମଲା ପରେ  ଚେତିଲା ପୋଲିସ ।  ପ୍ରତ୍ୟେକ ଆଇନ ଶୃଙ୍ଖଳା ବିଭାଗ ପାଇଁ ଶାରୀରିକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏହା ବ୍ୟତୀତ, ଜଣେ ପୋଲିସ୍ ବ୍ୟକ୍ତି ଭାବରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା ଅଧିକ | ଏକ…
Read More...

ଭୁବନେଶ୍ୱର ପୋଲିସ ଡିଜି କ୍ୟାମ୍ପରେ ଚାଲିଛି ଗୁରୁତ୍ୱପୂର୍ଣ ବୈଠକ

ଭୁବନେଶ୍ୱର : ଭୁବନେଶ୍ୱର ପୋଲିସ ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ ବୈଠକ l ପୋଲିସ ଡିଜି ସୁନୀଲ ବଂଶଲଙ୍କ ନେତୃତ୍ୱରେ ଚାଲିଛି ବୈଠକ l ଉପସ୍ଥିତ ଅଛନ୍ତି ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା, ଆଇନ ଶୃଙ୍ଖଳା ଏଡିଜି R. K SHARMA, ସ୍ପେଶାଲ ଆର୍ମ ପୋଲିସ ଏଡିଜିR.P KOCHE, ଏଡିଜି ଅପରେସନ…
Read More...

ଖଣ୍ଡା ବୁଲାଇ ରାସ୍ତାରେ ଉତ୍ପାତ ମଚାଇଲେ ୩୦ ଯୁବକ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି ଅସାମାଜିକ ବ୍ୟକ୍ତିଙ୍କ ପାଦୁର୍ଭାବ | ରଟିଇ ଅଧାରେ ଷ୍ଟେସନ ନିକଟରୁ ମାଳିସାହି ପର୍ଯ୍ୟନ୍ତ ବୁଲିଲା ଖଣ୍ଡା ପାଲଟିଲା ରଣକ୍ଷେତ୍ର | ୩୦ଜଣ ଯୁବକଙ୍କର ଉତ୍ପାତ ଦେଖିବାକୁ ମିଳିଛି ଷ୍ଟେସନ ନିକଟରେ | ନିଶା ବେପାରକୁ…
Read More...

ଆସନ୍ତା ୩ବର୍ଷରେ ରାଜ୍ୟର ୫୦,୦୦୦ SHG ଙ୍କୁ SME ରେ ପରିଣତ କରିବାକୁ ସରକାରଙ୍କ ଲକ୍ଷ

ଭୁବନେଶ୍ୱର : ଆରମ୍ବ ହୋଇଛି ଦୁଇ ଦିନିଆ IAS ସମ୍ମିଳନୀ । ଲୋକସେବା ଭବନ ସମ୍ମିଳନୀ କକ୍ଷ ରେ ଆୟୋଜିତ ଏହି ସମ୍ମିଳନୀ କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। SHG ଙ୍କ ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ରେ କିଭଳି ଅଗ୍ରାଧିକାର ଦିଆଯାଇପାରିବ ସେନେଇ ମିଶନ ଶକ୍ତି…
Read More...

ଦୁଇ ଦିନିଆ ଆଇଏଏସ ସମ୍ମିଳନୀରେ ହେବ ୧୭ଟି ବିଷୟ ଉପରେ ଆଲୋଚନା

ଭୁବନେଶ୍ୱର : ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ ସମ୍ମିଳନୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ ଉପସ୍ଥିତ ଥିଲେ । ତିନି ବର୍ଷ ପରେ ଏଭଳି ବୈଠକ କରାଯାଉଛି । 17 ଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ । ସରକାରଙ୍କ…
Read More...

୨ ଦିନିଆ ଆଇଏଏସ ସମ୍ମିଳନୀ ଉଦଘାଟିତ ଅଧିକାରୀଙ୍କୁ ମାର୍ଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠୁ ଲୋକସେବା ଭବନ ସମ୍ମିଳନୀ କକ୍ଷ ରେ ଆରମ୍ଭ ହୋଇଛି ଆଇଏଏସ ସମ୍ମିଳନୀ. । ଦୁଇ ଦିନ ଧରି ଚାଲିବାକୁ ଥିବା ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି. । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ସମସ୍ତ…
Read More...