Browsing Tag

RASMITA SAHOO

ଚର୍ଚ୍ଚାରେ କରଣ ଜୋହର

ମୁମ୍ବାଇ: ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି ନିର୍ଦେଶକ ତଥା ପ୍ରଯୋଜକ  କରଣ ଜୋହର | ପୁଣି ଥରେ ସେ ଏମିତି କିଛି କାମ କରି ଚର୍ଚ୍ଚାରେ ରହିଛନ୍ତି | ସେ କୌଣସି ବିବାଦ ମଧ୍ୟରେ ନାହାନ୍ତି ବରଂ ସବୁ ବିବାଦ ମଧ୍ୟରୁ ଦୁରେଇ ରହିବାକୁ ସୋସିଆଲ ମିଡିଆ ଟ୍ବିଟରକୁ ବାଏ୍‌ ବାଏ୍‌ କହିଛନ୍ତି କରଣ  । କରଣ…
Read More...

ସବସିଡିରେ ୫ ରାଜ୍ୟରୁ ଓଡିଶା ଆଗୁଆ

ଭୁବନେଶ୍ୱର:ହିତାଧିକାରୀଙ୍କୁ ସବସିଡି ବାଣ୍ଟିବାରେ ଆଗରେ ଥିବା ପ୍ରମୁଖ ପାଞ୍ଚ ରାଜ୍ୟ ମଧ୍ୟରେ ଓଡିଶା ନାମ ରହିଛି । କିନ୍ତୁ ସେଥିପାଇଁ ଲଗାତାର ସରକାରଙ୍କ ରାଜକୋଷ ଉପରେ ଚାପ ପଡୁଥିବା ମଧ୍ୟ ନଜରକୁ ଆସିଛି । ଯୋଗ୍ୟ ଲୋକଙ୍କୁ ନମିଳି ସମସ୍ତଙ୍କୁ ସବସିଡି ମିଳିବା ନେଇ ମଧ୍ୟ ଏକ ପ୍ରଶ୍ନ ଉଠିଛି…
Read More...

ଶପଥ ପାଠ କରିଲେ ତୁଷାର କାନ୍ତି

ଭୁବନେଶ୍ୱର :ନବୀନଙ୍କ ନୂଆ ଟିମ ଘୋଷଣା ହୋଇ ସାରିଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ତୁଷାର କାନ୍ତି ବେହେରା । ପୁଣିଥରେ ରିପିଟ୍ ହୋଇଛନ୍ତି ଶ୍ରୀ ବେହେରା । ପୂର୍ବରୁ ୫ମ ପାଳିରେ କ୍ରୀଡା ଯୁବବ୍ୟାପାର ବିଭାଗର ଦାୟିତ୍ୱ ତାଙ୍କ ପାଖରେ ଥିଲା ।ତେବେ ବର୍ତମାନ ସୁଧା ମଧ୍ୟ ନବୀନ ତାଙ୍କ…
Read More...

ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ

ଆଳି: (ଅଶ୍ୱିନୀ କୁମାର ସାହୁ) -କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଡାମ୍ବିଳା ଠାରେ ଥିବା କେଶବାନନ୍ଦ ବାଳିକା ବିଦ୍ୟାପୀଠକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି କଳଦିଆ ଗ୍ରାମର ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ । ସମାଜସେବା କ୍ଷେତ୍ରରେ ଆଗଭର ଥିବା କଳଦିଆ ଗ୍ରାମର ଚକ୍ରଧର ଦାଶ ରିଜର୍ଭ ବ୍ୟାଙ୍କ…
Read More...

ଆଜି ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଦିବସକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ମଣିଷ ନିଜର ଜାଣତରେ ହେଉ…
Read More...

ଚାରଣ ଗୋଷ୍ଠିର ସୁବର୍ଣ୍ଣ ଜୟନ୍ତୀ

ପୁରୀ :ଆନ୍ତର୍ଜାତିକ ଚାରଣ ଗୋଷ୍ଠୀର ସୁବର୍ଣ୍ଣ ଜୟନ୍ତୀ ଉଦଘାଟିତ ହୋଇଛି।ଶ୍ରୀଜଗନ୍ନାଥଙ୍କୁ ନିଜର ପ୍ରେମିକ କରି ତାଙ୍କ ପାଖରେ ନିଜକୁ ସମର୍ପିତ ଦିଅ। ଶୁଦ୍ଧପ୍ରେମ ରେ ରାଧାକୃଷ୍ଣ ରସରେ ରସାୟିତ ହୋଇଯାଅ। ତୁମେ, ତାଙ୍କର ହୋଇଯାଇ,ତାଙ୍କୁ ତୁମର କରିଦିଅ, ତେବେ ଅନୁଭବ କରିବ ଏ ସଂସାର କେତେ…
Read More...

ଜୋର ସୋରରେ ଚାଲିଛି ମହାପ୍ରଭୁଙ୍କ ରଥକାମ

ପୁରୀ:ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ପଞ୍ଚ ଦଣ୍ଡାରେ ଆଗ ମୁହାଣ୍ଟ ଓ ପଛ ମୁହାଣ୍ଟ ସଂଯୋଗ ଆରମ୍ଭ ହୋଇଛି। ପଞ୍ଚ ଦଣ୍ଡା ସହ ତାଳଧ୍ଵଜ ରଥ, ନନ୍ଦିଘୋଷ ରଥର ଆଉ ୪ଟି ଲେଖାଏଁ ଦଣ୍ଡା ନିର୍ମାଣ ଶେଷ ହୋଇଛି ଦେବଦଳନ ରଥର ପଞ୍ଚ ଦଣ୍ଡା ସହ ଦୁଇ ପାର୍ଶ୍ଵ ଦଣ୍ଡା ନିର୍ମାଣ…
Read More...

ଦୀପ ଜଳାଇ କୋର୍ଟର ରାୟକୁ ସମର୍ଥନ କଲେ ପୁରୀବାସୀ

ପୁରୀ : ପୁରୀରେ ଅଦିନିଆ ଦୀପାବଳି ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ରଦ୍ଦ ହୋଇଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ରାୟକୁ ନେଇ ସବୁଠି ଏବେ ଖୁସିର ମାହୋଲ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ସମେତ…
Read More...

ନ୍ୟାସନାଲ ଚିଜ୍ ଡେ

ଭୁବନେଶ୍ୱର:ଆପଣମାନେ ସମସ୍ତେ ଅଳ୍ପ ବହୁତେ ଚିଜ୍ ର ନାଁ ଶୁଣିଥିବେ । ଆଜିକା ଦିନରେ ଚିଜ୍ ହୋଇଯାଇଛି ଏକ ମୂଖ୍ୟ ଖାଦ୍ୟ । ପ୍ରାୟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ପସନ୍ଦ କରନ୍ତି ଚିଜ୍ କୁ । ଆଜିର ଦିନ ଜୁନ ୪ ତାରିଖକୁ ନ୍ୟସନାଲ ଚିଜ୍ ଡେ ଭାବେ ଘୋଷଣା କରାଯାଇଛି । ଆପଣ…
Read More...

ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୀ: ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଗତକାଲି ସୁପ୍ରିମକୋର୍ଟ ପ୍ରକଳ୍ପ ନିର୍ମାଣକୁ ନେଇ ସୁପ୍ରିମ ରାୟ ପ୍ରକାଶ ପରେ ୫ -ଟି ସଚିବ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।ଆଜି ପୁରୀ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ ପରେ…
Read More...