ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲରେ ପ୍ରବେଶ : ଝାଡ଼ଖଣ୍ଡ ୧୦୦୮ ରନରେ ଆଗୁଆ
ଝାଡ଼ଖଣ୍ଡ: ନାଗାଲାଣ୍ଡ ବିପକ୍ଷ ପ୍ରି କ୍ୱାର୍ଟର ଫାଇନାଲରେ ଝାଡ଼ଖଣ୍ଡ ୧୦୦୮ ରନ୍ର ଅଗ୍ରଣୀ ସହିତ ଚଳିତ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ପ୍ରଥମ ଶ୍ରେଣୀ ଚାମ୍ପିୟନଶିପ୍ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଦଳ ୧୦୦୦ରୁ ଊର୍ଦ୍ଧ ରନ୍ର ଅଗ୍ରଣୀ ହାସଲ କରି ନ ଥିଲେ।…
Read More...
Read More...