Browsing Tag

Ranji Trophy Elite Group C

ରଣଜୀ ଟ୍ରଫିରେ ଝାଡ଼ଖଣ୍ଡ ବିପକ୍ଷରେ ଓଡ଼ିଶା ସମ୍ମୁଖରେ କଠିନ ଆହ୍ୱାନ

ଭୁବନେଶ୍ୱର: କିଟ୍ (KIIT) କ୍ରିକେଟ୍ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି 'ଏଲିଟ୍ ଗ୍ରୁପ୍ ସି' ମ୍ୟାଚରେ, ଝାଡ଼ଖଣ୍ଡ ନିଜର ପ୍ରଥମ ଇନିଂସ୍ ୮ ୱିକେଟ୍ ବିନିମୟରେ ୪୩୩ ରନ୍‌ରେ ଘୋଷଣା କରିବା ପରେ, ଓଡ଼ିଶା ତୃତୀୟ ଦିନ ଶେଷ ସୁଦ୍ଧା ବିନା ୱିକେଟ୍‌ରେ ୨୩ ରନ୍ ସଂଗ୍ରହ କରିଛି। ତେବେ ଓଡ଼ିଶା…
Read More...