ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଚର୍ଚ୍ଚିତ ଯୋଡ଼ି ରଣବୀର-ଆଲିଆ
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଦୁହିଁଙ୍କ ବିବାହକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଚାରି ବର୍ଷ ଧରି ଡେଟିଂ ପରେ ବର୍ତ୍ତମାନ ସାତ ଜନ୍ମ ପାଇଁ ସାଥି ହେବାକୁ ଯାଉଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଯୋଡ଼ି ।ବିବାହକୁ ନେଇ ଭଟ୍ଟ ପରିବାର ଏବଂ…
Read More...
Read More...