ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର
ରଣପୁର / ଅସିତ ରଞ୍ଜନ ପରିଡା : ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ରଣପୁର ରାଜସୁନାଖଳା ନୟରା ପେଟ୍ରୋଲ ପମ୍ପ ନିକଟ ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଗୋପାଳପୁର ଗ୍ରାମର ମୂଳିଆଧର ବେହେରାଙ୍କ ପୁଅ ବେଣୁଧର ବେହେରା।…
Read More...
Read More...