ପ୍ରବଳ ବର୍ଷା ଯୋଗୁଁ ବିଦ୍ୟୁତ ତାରରେ ଗଛ ପଡି ରାସ୍ତା ଅବରୋଧ
କଳାହାଣ୍ଡି-: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋପାଳପୁର ପଂଚାୟତ ଟୁନାପାରି ଗାଁ ମୁଖ୍ୟ ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟ ଉପରେ ଏକ ଆମ୍ବଗଛ ପଡି ବିଦ୍ୟୁତ ତାର ଛିଣ୍ଡିବା ସହିତ ରାସ୍ତା ଅବରୋଧ ହୋଇଛି । ଏହି ରାସ୍ତା ଭାରତ କେନ୍ଦ୍ର ପଡିଆ ଠାରୁ ଇନ୍ଦ୍ରାବତୀ ଛକ ପର୍ଯ୍ୟନ୍ତ ସଂଯୋଗ…
Read More...
Read More...