ନକଲି ଡାକ୍ତରର ହେବ ପଲିଗ୍ରାଫ ଟେଷ୍ଟ, ସାମ୍ନାକୁ ଆସିବ ଠକେଇର ଗୁମର …
ଭୁବନେଶ୍ୱର: ଡାକ୍ତର ପଦବୀ ନାଁରେ ମିଛ କହି ୧୮ରୁ ଅଧିକ ମହିଳାଙ୍କୁ ବିବାହ କରିଥିବା ଠକ ନକଲି ଡାକ୍ତର ରମେଶ ସ୍ୱାଇଁର ହେବ ପାଲିଗ୍ରାଫ ଟେଷ୍ଟ । ଆସନ୍ତା ବୁଧବାର ଦିନ ପଲିଗ୍ରାଫ ଟେଷ୍ଟ ପାଇଁ ପୋଲିସକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ରମେଶ ନିକଟରୁ ସତ ଓଗାଳିବା ପାଇଁ ସୋମବାର…
Read More...
Read More...