ପୁରୁଣା ସ୍ମୃତିକୁ ମନେପକାଇଲେ ରାଷ୍ଟ୍ରପତି
ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଯାଇଛନ୍ତି | ସେଠାରେ ସମାବର୍ତ୍ତନ ଉତ୍ସବରେ ସ୍ୱାଧିନତା ସଂଗ୍ରାମୀ ରମାଦେବୀଙ୍କ ସ୍ମୃତି ଚାରଣ କରିବା ସହ ଅଧ୍ୟୟନ ବେଳର ସ୍ମୃତିକୁ ମନେ ପକାଇଛନ୍ତି ମ୍ୟାଡ଼ାମ…
Read More...
Read More...