ରାଜ୍ୟସଭା ନିର୍ବାଚନ ୨୦୨୬ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ଭୋଟିଂ
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ୨୦୨୬ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୬ ଏପ୍ରିଲ ମାସରେ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି, ଯାହା ମଧ୍ୟରୁ ଓଡ଼ିଶାର ୪ଟି ଆସନ ଅନ୍ତର୍ଭୁକ୍ତ। ଏନେଇ ଜାତୀୟ ନିର୍ବାଚନ କମିଶନ (ECI) ପକ୍ଷରୁ ନିର୍ବାଚନ ପ୍ରକ୍ରିୟା…
Read More...
Read More...