Browsing Tag

rajstan

ରାଜସ୍ଥାନର ବିକାନେରେ ପହଞ୍ଚି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରିପୋର୍ଟର୍ସ ଟୁଡେ ବ୍ୟୁରୋ ;ରାଜସ୍ଥାନର ବିକାନେର ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଉପରେ ବର୍ଷିଥିଲେ ଏବଂ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଉଲ୍ଲେଖ କରି ସେ ପାକିସ୍ତାନ ଏବଂ ଆତଙ୍କବାଦ ବିରୁଦ୍ଧରେ କଠୋର…
Read More...

ରାଜସ୍ଥାନର ଆଜମେର ଠାରେ ଟ୍ରେନ ଦୁର୍ଘଟଣା, ୪ ବଗି ଲାଇନଚ୍ୟୁତ

ରାଜସ୍ଥାନର : ପୁଣି ଟ୍ରେନ ଦୁର୍ଘଟଣା । ରାଜସ୍ଥାନର ଆଜମେର ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଶାବରମତି-ଆଗ୍ରା କେଣ୍ଟସୁପରଫାଷ୍ଟ ଟ୍ରେନ ମଦାର ଷ୍ଟେସନ ପୂର୍ବରୁ ଲାଇନଚ୍ୟୁତ ହୋଇଛି । ଏହି ଟ୍ରେନଟି ଏକ ମାଲଗାଡି ସହ ଧକ୍କା ହେବା ଫଳରେ ୪ଟି ବଗି ରେଳଧାରଣା ପାଶ୍ୱରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଭାଇ ଘରେ ସିବିଆଇ ଚଢ଼ାଉ

(ରାଜସ୍ଥାନ) : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ଭାଇ ଅଗ୍ରସେନ ଗେହଲେଟଙ୍କ ଘରେ ଆଜି କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ) ପକ୍ଷରୁ ରେଡ୍‌ କରାଯାଇଛି। ଜୋଧପୁରର ଅଗ୍ରସେନଙ୍କ ଘରେ ଏହି ରେଡ୍‌ ହୋଇଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ…
Read More...

ବନ୍ୟାରେ ବେହାଲ ରାଜସ୍ଥାନ, ଯୋଗାଯୋଗ ବିଛିନ୍ନ

(ରାଜସ୍ଥାନ) : ପ୍ରଳୟଙ୍କରୀ ବନ୍ୟାରେ ଭାସୁଛି ରାଜସ୍ଥାନ । ସୋମବାର ପ୍ରାକ୍‌ ମୌସୁମୀ ବର୍ଷାରେ ଏଠାକାର ସ୍ଥିତି ବେହାଲ ହୋଇପଡିଛି ।  ପ୍ରାୟ ୬ ଘଣ୍ଟା ଧରି ବର୍ଷା ହେବା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏବେବି ଅନେକ ସ୍ଥାନରେ ପାଣି ଜମି ରହିଛି। ଦୋକାନଠୁ ଆରମ୍ଭ କରି ଘର…
Read More...