Browsing Tag

Rajanikanta Patra

ମିଳିତ ଅଭିଯୋଗ ଶୁଣାଣୀ  ଶିବିର

ଗଞ୍ଜାମ / ରଜନୀକାନ୍ତ ପାତ୍ର :  ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ୨୯୮ଟି ଅଭିଯୋଗର ଶୁଣାଣି କରିଥିଲେ। ଜିଲ୍ଲାପାଳତ୍ୱରିତ ୧୩ଟି ଅଭିଯାଗର…
Read More...

ବନ୍ଦରରେ ନିଯୁକ୍ତି ଲାଗି ଏଡିଏମଙ୍କୁ ସ୍ମାରକପତ୍ର

ଗଞ୍ଜାମ (ରଜନୀକାନ୍ତ ପାତ୍ର): ଛତ୍ରପୁର ଉପକଣ୍ଠରେ ଥିବା ଗୋପାଳପୁର ପୋର୍ଟରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି। କଣମଣା ପଞ୍ଚାୟତରେ ବହୁ ଗରିବ ଶ୍ରେଣୀର…
Read More...

ଯୁବକ ମିଳିଲା ଜ୍ୟୋତିଷ ଶ୍ରୀ ଉପାଧି

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଧରାକୋଟ ବ୍ଲକର ସିଙ୍ଗିପୁର ଗ୍ରାମର ଯୁବକ କ୍ରୀଷ୍ଣା ମୁନି ମାତ୍ର ୨୦ ବର୍ଷ ବୟସରେ ଜ୍ୟୋତିଷ ଶ୍ରୀ ଉପାଧିରେ ସମ୍ମାନିତ ହୋଇଛନ୍ତି। କ୍ରୀଷ୍ଣାଙ୍କର ସ୍ୱଳ୍ପ ଶିକ୍ଷାଗତ ଯୋଗ୍ୟତା ରହିଥିଲେ ସୁଦ୍ଧା ବହୁ ପ୍ରତିଭାର ଅଧିକାରୀ ହୋଇ ବିଭିନ୍ନ ଅନୁଷ୍ଠାନ ଦ୍ୱାରା…
Read More...

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଞ୍ଜାମ (ରଜନୀକାନ୍ତ ପାତ୍ର): ରାଜ୍ୟରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଲାଣ ବଢିବାରେ ଲାଗିଛି। ଯାହା ଫଳରେ ପୁଲିସ ଓ ଅବକାରୀ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳରୁ ଦିଲ୍ଲୀ ଅଭିମୁଖେ କାରରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର…
Read More...

ବିଧାୟକଙ୍କ ଦ୍ୱାରା କେର-୩୨ ଦନ୍ତ ଚିକିତ୍ସାଳୟ ଉଦଘାଟିତ

ଛତ୍ରପୁର/ ରଜନୀକାନ୍ତ ପାତ୍ର : ମନୁଷ୍ୟ ନିଜେ ସୁସ୍ଥ ରହିବା ପାଇଁ ହେଲେ ନିଜ ଶରୀରରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ଗୁଡିକର ଯତ୍ନ ନେବା ଆବଶ୍ୟକ। ସେଗୁଡିକର ଉଚିତ୍ ଯତ୍ନ ନେବା ପାଇଁ କିମ୍ବା ସେ ଗୁଡିକର କୌଣସି ଅସୁବିଧା ହେଲେ ସେଥିପାଇଁ ଭିନ୍ନ ଭିନ୍ନ ଡାକ୍ତରଙ୍କ ସହିତ ଯୋଗାଯୋଗ…
Read More...

ମା ତାରା ତାରିଣୀ”ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ସମ୍ପର୍କିତ ପ୍ରସ୍ତୁତି ବୈଠକ

ଗଞ୍ଜାମ ଜିଲ୍ଲା /ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ “ମା ତାରା ତାରିଣୀ”ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ଚଳିତ ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାର ସମସ୍ତ ନୀତି ନିୟମ, ପୂଜା ପଦ୍ଧତି, ଜନ ସାଧାରଣଙ୍କ…
Read More...

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

ଆସିକା: ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୨୦୦୮ ପରବର୍ତ୍ତୀ ନିଯୁକ୍ତ ହୋଇଥିବା ଅଧ୍ୟାପକ ଏବଂ କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି କଳାଦିବସ ପାଳନ କରିଛନ୍ତି। ଏଥି ସହିତ ଚାକିରିର ଅନିୟମିତତାକୁ ନେଇ ଓଡି଼ଶା ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଓଡିଶା…
Read More...

ପୁଲିସ କବଜାରେ ଗହଣା ଲୁଟେରା ଗ୍ୟାଙ୍ଗ, ୮ ଅଭିଯୁକ୍ତ ଗିରଫ

ଗଞ୍ଜାମ / ରଜନୀକାନ୍ତ ପାତ୍ର : ବ୍ରହ୍ମପୁର ପୁଲିସ ପକ୍ଷରୁ ଏକ ଗହଣା ଲୁଟେରା ଗ୍ୟାଙ୍ଗକୁ ଠାବ କରାଯାଇଛି। ଗ୍ୟାଙ୍ଗର ୮ ଜଣ ବ୍ୟକ୍ତିଙ୍କୁ ପୁଲିସ ପକ୍ଷରୁ ଗିରଫ କରାଯାଇଛି। ବ୍ରହ୍ମପୁର ସହରର ସୋମନାଥ ନଗର ତୃତୀୟ ଲାଇନ ସ୍ଥିତ ସୁଲୋଚନା ପାତ୍ରଙ୍କ ଘରୁ ସେପ୍ଟେମ୍ବର ୧ ତାରିଖ ରାତିରେ ନଗଦ ୧୧…
Read More...

ଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କଲେ ଏସପି

ଗଞ୍ଜାମ / ରଜନୀକାନ୍ତ ପାତ୍ର  : ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ କୁମାର ରାୟ ଅଚାନକ ଛତ୍ରପୁର ଥାନାକୁ ପରିଦର୍ଶନ କରିଛନ୍ତି। ଥାନାରେ ପହଞ୍ଚିବା ପରେ ବିଭିନ୍ନ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରିଥିଲେ। ଥାନାରେ କେତେ ମାମଲା ରୁଜୁ ହୋଇଛି ଓ କେତେ ମାମଲାର ଫଇସଲା ହୋଇଛି ସେ ସମ୍ପର୍କରେ…
Read More...

ମହିଳାଙ୍କୁ ଆକ୍ରମଣ ଓ ଗାଡି ପୋଡି ଘଟଣାରେ ୪ ଗିରଫ

ଗଞ୍ଜାମ / ରଜନୀକାନ୍ତ ପାତ୍ର  : ମହିଳାଙ୍କୁ ଆକ୍ରମଣ କରିବା ଓ ଗାଡି ପୋଡିଦେବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପାଇଲିପଡା ଗ୍ରାମର ସୁବାସ ସେଠୀଙ୍କ ସ୍ତ୍ରୀ ସୁଲୋଚନା ସେଠୀ (୪୦)ଙ୍କୁ ଆକ୍ରମଣ କରିବା ଓ ତାଙ୍କ…
Read More...