ବିଜେଡି ନେତା ରାଜା ଚକ୍ରଙ୍କ ରେଞ୍ଜ ରୋଭର ଗାଡି ଜବତ
ଜବତ ହୋଇଛି ବିଜେଡି ନେତା ରାଜା ଚକ୍ରଙ୍କର ରେଞ୍ଜ ରୋଭର୍ ଗାଡି । ରେଞ୍ଜ ରୋଭର୍ ଗାଡି ଜବତ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ପାହଳର ଏକ ଆପାର୍ଟମେଣ୍ଟରେ ଲୁଚାଇ ରଖିଥିଲେ ଗାଡି । ଦୀର୍ଘ ୧୦ ମାସ ପରେ ଏହି ଦାମୀ ଗାଡି ଜବତ ହୋଇଛି । ଇଓଡବ୍ଲୁର ବିଜ୍ଞପ୍ତି ଅନୁସାରେ, ମଙ୍ଗଳବାର ଦିନ…
Read More...
Read More...