Browsing Tag

Rairangapur

ଟ୍ରାକ୍ଟର ଓଲଟି ଦୁଇ ମହିଳା ମୃତ ,୩ ମହିଳା ଗୁରୁତର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ କୁସୁମି ବ୍ଳକର ଜୟପୁର ପଞ୍ଚାୟତ ର ପୁରୁଣାପାଣି କେନାଲ ପାଖରେ ଟ୍ରାକ୍ଟର ଚାଷ କରିଵାକୁ ଯାଉଥିବା ସମୟରେ ବିଲରେ ଓଲଟି ଦୁଇ ମହିଳା ମୃତ ହୋଇଥିବାବେଳେ ୩ ମହିଳା ଗୁରୁତର । ସେମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଭର୍ତ୍ତି…
Read More...

ଦ୍ରୌପଦୀଙ୍କ ବିଜୟ ଉତ୍ସବ ପାଇଁ ୨୦ହଜାର ଲଡ଼ୁ ପ୍ରସ୍ତୁତି

ରାଇରଙ୍ଗପୁର : ଆଜି ଘୋଷଣା ହେବ ରାଷ୍ଟ୍ରପତି ନିର୍ବାଚନୀ ଫଳାଫଳ । ଏନେଇ ଉତ୍ସାହିତ ରହିଛନ୍ତି ରାଇରଙ୍ଗପୁରବାସୀ । ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରିବେ ବୋଲି ଅଶ୍ବସ୍ତ ଅଛନ୍ତି ରାଇରଙ୍ଗପୁର ବାସିନ୍ଦା । ଏହି ବିଜୟ ଉତ୍ସବ ପାଳିବାକୁ ୨୦ହଜାର ଲଡ଼ୁ ପ୍ରସ୍ତୁତି ଚାଲିଛି । ତେବେ…
Read More...

ନଦୀସ୍ରୋତରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବହଳଦା ଥାନା ଗୁଣ୍ଡୁରିଆ ଗ୍ରାମ ନିକଟରେ ଗୁରିଆ ନଦୀରେ ବିଜୁ ସେତୁ ନିର୍ମାଣାଧୀନ ପୋଲ ପାଖରେ ଜଣେ ବୃଦ୍ଧ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଗୁଣ୍ଡୁରିଆ ଗ୍ରାମର ଗାନେ ବାସ୍କେ (୬୫) ସୋମବାର ସକାଳ ୭ଟା ସମୟରେ ନିର୍ମାଣଧୀନ ବିଜୁ ସେତୁ ନିକଟରେ ଗୁରିଆ ନଦୀରେ ମାଛ…
Read More...

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ ବର୍ଷର ବୁଦ୍ଧ ଗିରଫ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅଞ୍ଚଳରେ ବାର ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୫ ବର୍ଷର ବୁଦ୍ଧକୁ ଗିରଫ କରିଛି ପୋଲିସ। ଖବର ଅନୁଯାୟୀ ନାବାଳିକା ଜଣକ ଛେଳି ଚରାଇବାକୁ ଜଙ୍ଗଲକୁ ଯିବା ସମୟରେ ବୁଦ୍ଧ ଜଣକ ବାରମ୍ବାର ଦୁଷ୍କର୍ମ କରିଥିଲେ। ଫଳରେ ନାବାଳିକା ଜଣକ…
Read More...

ତାଜା ପଡ଼ି ବୋହୁ ମୃତ, ଶଶୁର ଗୁରୁତର

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଂଚଳ କୁସୁମି ବ୍ଳକର ଜୟପୁର ପଞ୍ଚାୟତର କୁଲଢିହା ଗ୍ରାମରେ ଏକ ନିର୍ମାଣାଧୀନ ଘରର ତାଜା ଭୁଷୁଡି ଯିବା ଫଳରେ ପୁତ୍ରବଧୂର ମୃତ୍ୟୁ ହୋଇଥିବାବେଳେ ଶଶୁର ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ…
Read More...

ଗୋରୁ ବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତଙ୍କ ୪ ରାଉଣ୍ଡ ଗୁଳି : ୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ବ୍ୟବସାୟୀ ମୃତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ହାଟବାଦଡା ସାପ୍ତାହିକ ବୁଧବାର ହାଟରେ ଭୋର ୫,୩୦ ମଧ୍ୟରେ ଜଣେ ଗୋରୁ ବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତ ମାନେ ଅତର୍କିତ ଭାବେ ଗୁଳି କରି ୧୯ ଲକ୍ଷ ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଯାହାକି ସାରା ମୟୂରଭଞ୍ଜ ଜିଲ୍ଲାରେ…
Read More...

ଭାରସାମ୍ୟ ହରାଇ ଟ୍ରକ ଓଲଟିଲା;୩ ମୃତ ଜଣେ ଗୁରୁତର

ରାଇରଙ୍ଗପୁର: ଭାରସାମ୍ୟ ହରାଇ ଟ୍ରକ ଓଲଟିଲା;୩ ମୃତ ଜଣେ ଗୁରୁତର। ଏ ଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନମ୍ବର ନୂଆଗାଁ ଛକରେ। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ୪ଜଣଙ୍କ ଉପରେ ଚଢିଯିବାଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ…
Read More...

ଟ୍ରକକୁ ପିଟିଲା ବାଇକ୍ ,ଦୁଇ ମୃତ ଜଣେ ଗୁରୁତର

ରାଇରଙ୍ଗପୁର/ସତ୍ୟନାରାୟଣ ପଲ : ଟ୍ରକକୁ ପିଟିଲା ବାଇକ୍ ,ଦୁଇ ମୃତ ଜଣେ ଗୁରୁତର। ଏ ଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ଫାଣ୍ଡି ନିକଟସ୍ଥ ଜାତୀୟ ରାଜପଥରେ । ରାଇରଙ୍ଗପୁର ଯଶିପୁର ରାସ୍ତା ଗୋପାଳପୁର ଛକରେରେ ଠିଆ ହୋଇଥିବା…
Read More...

ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ସ୍ଥାନୀୟ ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ବିଶିଷ୍ଟ  ଆଇନଜୀବୀ ସୁବ୍ରତ ଦାସ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ରିପୋର୍ଟ…
Read More...

ରାଇରଙ୍ଗପୁରରେ ଟ୍ରେଡ ୟୁନିୟନର ଦୁଇ ଦିନିଆ ଭାରତ ବନ୍ଦ ଡାକରା ସଫଳ

ରାଇରଙ୍ଗପୁର : ଶ୍ରମିକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଓ କର୍ମଚାରୀ ଫେଡେରେସନଙ୍କ ମିଳିତ ଆହ୍ଵାନରେ ମାର୍ଚ୍ଚ ୨୮/୨୯ ତାରିଖ ସାରା ଭାରତରେ ସାଧାରଣ ଧର୍ମ ଘଟ ଡାକରାକୁ ସାଧାରଣ ଜନତା ସମର୍ଥନ ଦେଇ ସଫଳ କରିଛନ୍ତି। ଏହାକୁ ନେଇ ମୟୂରଭଞ୍ଜ…
Read More...