Browsing Tag

Rairangapur

ପାତା ପର୍ବରେ ସଜେଇ ହୋଇଛି ବୋବେଇଯୋଡ଼ା ଗାଁ, ବହନ କରୁଛି ସ୍ଵଛତାର ନିଚ୍ଛକ ଉଦାହରଣ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ସାନ୍ତାଳୀ ଜନ ଜାତିଙ୍କ ପ୍ରମୁଖ ପର୍ବ ମଧ୍ୟରେ "ପାତା ପରବ" । ଏହି ପର୍ବକୁ ମୟୁରଭଞ୍ଜ ଜିଲ୍ଲାର କୋଣ ଅନୁକଣରେ ଥିବା ଆଦିବାସୀ ପୁର ପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରା ଯାଇଥାଏ। ଏହି "ପାତାପରବ" କୁ ନିଆରା ଢଙ୍ଗ ରେ ପାଳନ କରି ଥାଆନ୍ତି ବୋବେଇଜୋଡାର…
Read More...

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ଆଜି ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି | ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନରେ ଆୟୋଜିତ…
Read More...

ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଅନୁଷ୍ଠିତ ହେଲା ଦିନିକିଆ ନିଯୁକ୍ତି ମେଳା

ରାଇରଙ୍ଗପୁର/ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ ମିଳିତ ସହଯୋଗରେ ଆଜି ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଆଶିଷ କୁମାର ବସନ୍ତିଆଙ୍କ ତତ୍ତ୍ୱାବଧାନରେ…
Read More...

କପିଳାଶରେ ଧାନବେଣୀ ଯୁବକ ସଂଘ ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ଶୀତ ସରି ସରି ଯାଉଛି । ଫଗୁଣର ଆଗମନକୁ ଅପେକ୍ଷା କରି ରହିଛି ଧରିତ୍ରୀ । ଅମଳ ସରିଛି । ଗ୍ରାମରୁ ପଲ୍ଲୀ ମକର ପର୍ବ ଅବସରରେ ଖୁସିର ମାହଲ ।ଚାରିଆଡେ ଖେଳକୁଦ ଚାଲିଛି । ସେହି ଅବସରରେ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ଭୁଟ କାବାଦି ପଞ୍ଚାୟତର…
Read More...

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ରାଇରଙ୍ଗପୁର: ସାରା ଭାରତରେ  ଜାନୁଆରୀ ୧୪ ରୁ ଜାନୁଆରୀ ୩୦ ତାରିଖ ଯାଏଁ ଯାହାକି  ଜୀବଜନ୍ତୁ କଲ୍ୟାଣ ପକ୍ଷ ଭାବେ ପାଳନ କରାଯାଉଛି ।ଆମ ଓଡ଼ିଶାରେ ଜାନୁଆରୀ ୨୫ ତାରିଖ ଦିନ ଜୀବଜନ୍ତୁ କଲ୍ୟାଣ ଦିବସ ଭାବେ ପାଳନ କରାଯାଉଛି ।ଆଜି ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ୧୯୫୮ ମସିହାରେ…
Read More...

ଯୁବ ସମାଜସେବୀ ଜଲେନ ବାର୍ଦା ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଭାବେ ମନୋନୀତ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦିର୍ଘ ୩ ମାସ ହେଲା ଗଠନ ହୋଇ ସାରିଛି । ଏଥିରେ ଡ଼ାକ୍ତର ଦେବାଶିଷ ମାରାଣ୍ଡି ଅଧ୍ୟକ୍ଷ ଏବଂ ଶ୍ରୀମତୀ କମଳା ତିରିଆଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ଵ ଅର୍ପଣ କରାଯାଇଛି । କିନ୍ତୁ ନିକଟରେ ଦୁଇ ଦୁଇଟି ଉପ…
Read More...

ରାଇରଙ୍ଗପୁରରେ ବିଜେପି ତରଫରୁ ଧାନ ମଣ୍ଡି ସଂପର୍କରେ ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ରାଜ୍ୟରେ ଅନ୍ନଦାତାଙ୍କୁ ଅଣଦେଖା କରା ଯାଉଥିବାରୁ ଚାଷୀମାନେ ଚାଷ କାର୍ଯ୍ୟ ପ୍ରତି ବିମୁଖ ଦେଖା ଦେଉଛନ୍ତି । ଧାନ କ୍ରୟ ବିଳମ୍ବ, ଭୁଲ ନିଷ୍ପତ୍ତି ଓ ନିଷ୍ଠାହୀନ କାର୍ଯ୍ୟ ନେଇ ଚାଷୀମାନେ ଅବହେଳିତ ହେବ ସହ ବାହାର ବେପାରୀଙ୍କ ଦ୍ୱାରା ଶୋଷିତ ହେଉଛନ୍ତି ।…
Read More...

ଛଟ୍ ପୂଜାରେ ରାଇରଙ୍ଗପୁରରେ ଭକ୍ତଙ୍କ ସମାଗମ

ରାଇରଙ୍ଗପୁର /ସତ୍ୟନାରାୟଣ ପାଲ : ହିନ୍ଦୁ ଧର୍ମର ଅନେକ ପର୍ବ ମଧ୍ୟରେ ଛଟ୍ ପର୍ବ ଏକ ଅନନ୍ୟ ପର୍ବ ।ଉତ୍ତର ଭାରତୀୟ ସଂପ୍ରଦାୟ ତରଫରୁ ଛଟ୍ ପର୍ବ ଅଥବା ସୂର୍ଯ୍ୟ ଉପାସନା ଧୁମ୍ ଧାମରେ ପାଳିତ ହୁଏ । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଅନ୍ୟମାନେ ମଧ୍ୟ ଏହି ପର୍ବରେ ସାମିଲ ହୋଇ ଆସ୍ଥା ଓ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର(ସତ୍ୟନାରାୟଣ ପଲ);-ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଧାଙ୍ଗିଡିମୁତା ପଞ୍ଚାୟତର କାଶିଆବେଡା ଗ୍ରାମରେ ଜନୈକ ଯୁବକ ବିଦ୍ୟୁତ ସ୍ପର୍ଶରେ ମୃତ୍ୟୁ ହୋଇଥିବା ଅଭିଯୋଗ ସେ ହୋଇଛି । ସୂଚନାଯୋଗ୍ୟ କାଶିଆବେଡା ଗ୍ରାମରେ ଗାଁ ମଝିରେ ଟ୍ରକ ରାସ୍ତାର ପାର ହେଉଥିବା ସମୟରେ…
Read More...

ଯୁବକଙ୍କୁ କୁରାଢ଼ିରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମରେ ଗତକାଲି ରାତି ରେ ଘଟଯାଇଛି ଏକ ଅଭାବନିୟ ଘଟଣା। ଗତକାଲି ରାତି ରେ କୁସୁମୀ ଗ୍ରାମରେ ଜଣେ ଯୁବକଙ୍କୁ କୁରାଢ଼ିରେ ହାଣି ନିର୍ମମହତ୍ୟା କରିଥିବା ଜଣାପଡିଛି। ରାସ୍ତା ମଝିରେ ମୃତ ଦେହ ପଡିଥିବାର ଦେଖି ବାକୁ…
Read More...