Browsing Tag

Rairangapur

ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଳକର ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ଟାଟା ପାଓ୍ବାର ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସୁରକ୍ଷା ଜନିତ ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଛି । ବିଦ୍ୟୁତ ଗ୍ରାହକ…
Read More...

ଓଡ଼ିଶା କୁଡୁମି ସେନା ରାଜ୍ୟ ଅଧ୍ୟକ୍ଷଙ୍କ ମାଙ୍କ ଵିୟୋଗ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ଓଡ଼ିଶା ପ୍ରଦେଶ କୁଡୁମି ସେନା ରାଜ୍ୟ ସୁପ୍ରିମୋ ଜୟମୁନି ମହାନ୍ତଙ୍କର ମାତା ରାନୀମଣି ମହାନ୍ତ(୭୭)u ଗତ କାଲି କଟକରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ତାଙ୍କର ମର ଶରୀରକୁ ତାଙ୍କ ଗାଁ ର ବାସ ଭବନକୁ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଳକର…
Read More...

ଚଳିତ ବର୍ଷ ଅନଲାଇନ ମାଧ୍ୟମ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପାଇଁ ହେବ ଆବେଦନ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ : ରାଇରଙ୍ଗପୁର ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ବାରା ଅନୁମୋଦିତ ଗଣମାଧ୍ୟମ ରେ କାର୍ୟ୍ୟରତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ନାମ ପଞ୍ଜିକରଣ କରି ତାଲିକା ଭୁକ୍ତ କରାଯିବା ପାଇଁ ଆଗାମୀ ଜୁନ୍ ପ୍ରଥମ ସପ୍ତାହରେ…
Read More...

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳି ମାଡରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ଶହୀଦ ହୋଇଯାଇଛନ୍ତି । ବାରିପଦା ଵନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ସାଥୀଙ୍କୁ ହରାଇ ମର୍ମାହତ । ତଦସହ ଶିମିଳିପାଳ ଅଭୟାରଣ୍ୟରେ କାର୍ୟ୍ୟରତ ବନ କର୍ମଚାରୀଙ୍କ…
Read More...

୫୪ ଲିଟର ମଦ ଜବତ ସହ ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ କଲା ଅବକାରି ବିଭାଗ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ମହିଳାଙ୍କ ହାତରେ ଚୋରା ମଦ ଧରାଇ ମାଲେମାଲ ହେଉଛନ୍ତି ଚୋରା ମଦ ମାଫିଆ । ଢାଲ ସାଜିଛନ୍ତି ମହିଳା । ରାଜ୍ୟ ସରକାର ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗଠନ କରି ସ୍ବାବଲମ୍ବୀ ହେବାପାଇଁ କୋଟି କୋଟି ଟଙ୍କା ବିନା ସୁଧରେ ଋଣ ଦେଉଛନ୍ତି ହେଲେ କିଛି ମହିଳା…
Read More...

ଦିନରାତି ବେଧଡକ ଚୋରା ବାଲି ଚାଲାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଦିନକୁ ଦିନ ଚୋରା ବାଲି ମାଫିଆଙ୍କ ପ୍ରାଦୁର୍ଭାବ ହୁ ହୁ ହୋଇ ବଢି ଚାଲିଛି । ଦିବାରାତ୍ର ପ୍ରଶାସନ ଓ ପୋଲିସ ଜଣାତରେ ଚୋରା ବାଲି ଚାଲାଣ ବାହାର ରାଜ୍ୟକୁ ଭାରିଯାନ ଦ୍ବାରା ବେଧଡକ ଭାବେ ହେଉଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ବାଲି ଏବେ ଧଳା ହୀରା ହୋଇଛି…
Read More...

କବାଡି ଦୋକାନ ପାଖରେ ନବଜାତ ଶିଶୁ ମୃତଦେହ ଉଦ୍ଧାର

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଇଚିଣ୍ଡା ଗ୍ରାମ୍ୟ ଗିରିଶ କବାଡି ଦୋକାନ ପାଖରେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର। ସେହି ନବଜାତ ଶିଶୁର ମୃତଦେହକୁ ୩ ଟି କୁକୁର ଅଧା ଝୁଣୁଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇଥିବା ଅଭିଯୋଗ ହୋଇଛି ।…
Read More...

ପୁଣି ଦାଦନ ଶ୍ରମିକ ମୃତ: ପରିବାରକୁ ପୋଷିବାକୁ ଚେନ୍ନାଇ ଯାଇ ଶବ ହୋଇ ଫେରିଲା ଭେଣ୍ଡିଆ ପୁଅ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ଯମ ଜଗିଥିଲା ଚେନେଇରେ । ପରିବାରକୁ ପୋଷିବାକୁ ଚେନ୍ନାଇ ଯାଇ ଶବ ହୋଇ ଫେରିଲେ ଘରର ଭେଣ୍ଡିଆ ପୁଅ । ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକ ଅନ୍ତର୍ଗତ ଯାମଦା ପଞ୍ଚାୟତର ରୁମାପାହାଡି ଗ୍ରାମର ଦାକ୍ଷିଣ ମାରାଣ୍ଡିଙ୍କ ଏକମାତ୍ର ପୁଅ ସାଲାଇ ମାରାଣ୍ଡି(୨୦) ପରିବାର…
Read More...

ରାଇରଙ୍ଗପୁରରେ ଓଡିଶା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶା ଦିବସ -୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ରାଇରଙ୍ଗପୁର/ସତ୍ୟନାରାୟଣ ପଲ : ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି | ବାମନଘାଟି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ…
Read More...