Browsing Tag

Rairangapur

କହିଲେ ଜନେ ଶୁଣିଲେ ଜିଲ୍ଲାପାଳ : ଉପଖଣ୍ଡସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

(ରାଇରଙ୍ଗପୁର : ସତ୍ୟନାରାୟଣ ପଲ୍‌ );-ଜିଲ୍ଲାପାଳ ଶୁଣୁଛନ୍ତି ଅଭିଯୋଗ । ଅଭିଯୋଗ ନେଇ ଗୁହାରି କରୁଛନ୍ତି ଜନତା । ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇଣଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି…
Read More...

ବାମନଘାଟୀ ପ୍ରଶାସନ ତରଫରୁ ରାଇରଙ୍ଗପୁର ଠାରେ ୧୪ତମ ଜାତୀୟ ଭୋଟର ଦିବସ ପାଳିତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ଆଜି ବାମନଘାଟୀ ଉପଖଣ୍ଡ ପ୍ରଶାସନ ତରଫରୁ ଚତୁର୍ଦଶ ଜାତୀୟ ମତଦାତା ଦିବସ -୨୦୨୪ ପାଳିତ ହୋଇଯାଇଛି।  ଏହି ଅବସରରେ  ବାମନଘାଟି ଉପଜିଲ୍ଲପାଳ ଶ୍ରୀ ସରୋଜ କୁମାର ଦାଶ ଓ.ପ୍ର. ସେ.(ଏସ )ଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ…
Read More...

ରାଇରଙ୍ଗପୁରରେ ମାଣ୍ଡିଆ ଦିବସ ପାଳିତ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଆଜି  ନଭେମ୍ବର ୧୦ ବିଶ୍ବ ମାଣ୍ଡିଆ ଦିବସ ।ଏହାର ପ୍ରଚାର ଓ ପ୍ରସାର ଓ ଜନସଚେତନତା ପାଇଁ ଓଡ଼ିଶା ସମେତ ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବିଶ୍ଵ ମାଣ୍ଡିଆ ଦିବସ ପାଳନ କରାଯାଉଛି । ରାଇରଙ୍ଗପୁର ବ୍ଳକ ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ( ଆଇ ଆର…
Read More...

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ବାରା ରାଇରଙ୍ଗପୁରରେ ଛଉ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ  : ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟ  ପାଇଁ ମୟୂରଭଞ୍ଜ ଜିଲ୍ଲା ସାରା ବିଶ୍ବରେ ପରିଚିତ ।  ମୟୂରଭଞ୍ଜ ସାଂସଦ  ବିଶେଶ୍ୱର ଟୁଡୁ ଛଉ ଅନୁଷ୍ଠାନ ଏବଂ କଳାକାର ମାନଙ୍କ ଦୂରାବସ୍ଥା ଦେଖି ୨୦୧୯ ରୁ ଏହାର ଉନ୍ନତିକରଣ ଏବଂ ସାରା ବିଶ୍ବରେ ଏହାର ବ୍ୟାପକ ପ୍ରଚାର ଓ…
Read More...

ଗୁହାଳଡାଙ୍ଗିରିରେ ଲାମ୍ପସ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ:   ଗୋରୁମୋହିଷାଣିଠାରେ କାର୍ଯ୍ୟ କରୁଥିବା ଗୁହାଳଡାଙ୍ଗିରି ଲାମ୍ପସକୁ ଗୁହାଳଡାଙ୍ଗିରିଠାରେ କାର୍ଯ୍ୟକ୍ଷମ କରିବାଜୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି l ଆଜି  ରାଇରଙ୍ଗପୁରସ୍ଥିତ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
Read More...

୯୭ ଲିଟର ମଦ ସହ ୩ଜଣଙ୍କୁ ଧରିଲା ରାଇରଙ୍ଗପୁର ଅବକାରୀ ବିଭାଗ

ମୟୂରଭଞ୍ଜ / ସତ୍ୟାନାରୟଣ ପାଲ : ଵାମନଘାଟୀ ଉପଖଣ୍ଡର ବିଭିନ୍ନ ଅଂଚଳରେ ବେଆଇନ ମଦ‌ କାରବାର ବୃଦ୍ଧି ପାଉଛି । ଅବକାରୀ ଆଇନ ଯେତେ କଡ଼ା ହେଲେ ମଧ୍ୟ ମଦ ମାଫିଆ ମାନେ ଆଇନକୁ ଫୁ କରି ଦେଉଛନ୍ତି।ଅବକାରୀ ବିଭାଗ ଅଳ୍ପ ସଂଖ୍ୟକ କର୍ମଚାରୀ ନେଇ ମଦ ମାଫିଆଙ୍କୁ ସାଵାଡ କରି ପାରୁନାହାନ୍ତି ।ଆଜି…
Read More...

ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନା ରେ ମିଥ୍ୟ ଅଭିଯୋଗ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ : ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ। ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଗଣମାଧମ ପ୍ରତିନିଧି ମାନକୁ ଦେଇ ଥିବା ସୂଚନା ଅନୁଯାୟୀ କିଛି ହାତ ଗଣତି ରାଇରଙ୍ଗପୁର ବ୍ଲକର ଚାଷୀ ଯୌନକ ପ୍ରାଣୀ…
Read More...

ସ୍ତ୍ରୀର ପରକୀୟା ପ୍ରୀତି ନେଲା ନିରୀହ ଦିବ୍ୟାଙ୍ଗ ଝିଅର ଜୀବନ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ  : ସ୍ତ୍ରୀର ପରକୀୟା ପ୍ରୀତି ନେଲା ନିରୀହ ଦିବ୍ୟାଙ୍ଗ ଝିଅର ଜୀବନ , ପ୍ରେମିକର ଝିଅକୁ ପନିକି ରେ ହାଣି ହତ୍ୟା କଲା ସ୍ୱାମୀ l ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହୀଶାଣି ଥାନା ବିଜାତଳା ବ୍ଲକ ସରଗଡା ପଞ୍ଚାୟତ ଅନ୍ତର୍ଗତ ସରଣ୍ଡା ଗ୍ରାମ…
Read More...

କୁମ୍ଭାର ଉନ୍ନୟନ ପରିଷଦରର ନୂତନ ଜିଲ୍ଲା ସଂପାଦକ ହେଲେ ଭୁବନେଶ୍ୱର ବେହେରା

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ରାଇରଙ୍ଗପୁରରେ ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁମ୍ଭାର ଉନ୍ନୟନ ପରିଷଦର ଜିଲ୍ଲା ସଭାପତି ଭୀମ ଚରଣ ରାମ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲାର ସମସ୍ତ ବ୍ଳକର କର୍ମକର୍ତ୍ତା, ସକ୍ରିୟ ସଦସ୍ୟ ଯୋଗ…
Read More...

ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ନିଯୁକ୍ତି ଶିବିର

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ ବିଭାଗର ମିଳିତ ସହଯୋଗରେ ରିଜିଓନାଲ ଟ୍ରେନିଂ ଏକାଡେମୀ ଓ ଏସଆଇଏସ ଇଣ୍ଡିଆ ଲିଃ କଟକ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ ଟି ବ୍ଳକର ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ନିଯୁକ୍ତି ଶିବିର…
Read More...