ରାଇରଙ୍ଗପୁର ପୌର ପାଳିକାର ସ୍ୱତନ୍ତ୍ର ସ୍କ୍ୱାଡ଼ ଦ୍ୱାରା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢ଼ାଉ
ରାଇରଙ୍ଗପୁର :(ସତ୍ୟନାରୟଣ ପାଲ୍);-ରାଇରଙ୍ଗପୁର ସହରରେ ପ୍ଲାଷ୍ଟିକ ଓ ଥର୍ମାକୋଲ ଜାତୀୟ ସାମଗ୍ରୀର ବିପୁଳ ବ୍ୟବହାର ଫଳରେ ସହରର ନାଳ ଗୁଡିକରେ ଜଳ ନିଷ୍କାସନ ବ୍ୟବସ୍ଥା ଘୋର ବାଧାପ୍ରାପ୍ତ ହେଉଛି । ଏବଂ ବିଭିନ୍ନ ଜାଗାରେ କ୍ରମାଗତ ଭାବେ ପାଣି ଜମି ରହୁଛି । ଯାହାକି ବାୟୁ ପ୍ରଦ୍ୟୁଷଣର ଏକ…
Read More...
Read More...