Browsing Tag

raingapur

ବିଦ୍ୟାଳୟରେ ତାଲା ପକାଇଇଲେ ଗ୍ରାମବାସୀ

ରାଇରଙ୍ଗପୁର: ସ୍କୁଲ ଛାତ୍ରୀ ମାନଙ୍କୁ ମାଡ ମାରିବା ସହିତ ଶିକ୍ଷୟିତ୍ରୀ ଙ୍କ ମନମୁଖୀ କାର୍ୟ୍ୟ କୁ ବିରୋଧ କରି ଆଜି ବିଦ୍ୟାଳୟ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ। ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଅସନା…
Read More...

ଵିଜାତଳା ମଧୁପୁର ଛକରେ ବାଇକ ପିକଅପ ଭେନ୍ ମୁହାଁମୁହିଁ,  ଜଣେ ମୃତ , ଜଣେ ଗୁରୁତର

ରାଇରଙ୍ଗପୁର :  ( ସତ୍ୟନାରାୟଣ ପଲ୍‌) ;- ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର-ବିଶୋଇ ଜାତୀୟ ତମ ରାଜପଥ ବିଜାତଳା ବ୍ଳକ ବିଶୋଇ ମଧୁପୁର ଛକରେ ବାଇକ୍ ସହ ମାଲ ବୋଝେଇ ପିକଅପ ଭେନ ମୁହାଁମୁହିଁ ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ବିଶୋଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ…
Read More...