ହୁତୁ ହୁତୁ ହୋଇ ଜଳିଗଲା ମାଲ ବୋଝେଇ ଟ୍ରକ
ରାଇରଙ୍ଗପୁର( ସତ୍ୟନାରାୟଣ ପଲ୍):- କଲିକତା ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଜଳିଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଅଭାବନୀୟ ଘଟଣା ଘଟିଯାଇଛି। ମଧ୍ୟରାତ୍ରିରେ ଏକ ଲୁହାପଥର…
Read More...
Read More...