ସବୁ ଦିନ ପାଇଁ ନିରବିଗଲେ ‘ହେଇ ଅନାନି’: ସ୍ୱର୍ଗଦ୍ୱାରରେ ଜଳିବ ଚିତା
ଭୁବନେଶ୍ୱର: 'ହେଇ ଅନାନି’ ହେଉ କି ‘ଜ୍ୟୋତି ମାଷ୍ଟରାଣୀ’ ଏହି ସଂଳାପ କଥା ମନକୁ ଆସିଲେ ଭାସିଆସେ ରାଇମୋହନଙ୍କ ଚେହେରା। ତାଙ୍କର ଆହୁରି ଅନେକ ସଂଳାପ ପ୍ରାୟ ଲୋକଙ୍କ ମୁହଁରେ ଥାଏ। ଓଲିଉଡ ଜଗତର ସେ ଥିଲେ ଜଣେ ନିକ୍ଷୁଣ କଳାକାର । ତାଙ୍କ ଅଭିନୟରେ ଏମିତି ଯାଦୁ ଥିଲା ଯେ ତାଙ୍କୁ ଖଳନାୟକ…
Read More...
Read More...