ମେଘାଳୟରେ ୫ ସିନିୟର ଛାତ୍ରଙ୍କ ରାଗିଂ
ମେଘାଳୟ: ସାମ୍ନାକୁ ଆସିଛି ମେଘାଳୟରେ ରାଗିଂ ଘଟଣା । ରାଗିଂ ଘଟଣାରେ ଏମିତି ଅନେକଙ୍କ ଜୀବନ ଯାଇଥିବାବେଳେ ପୁଣି ଥରେ ଏପରି ଘଟଣାର ପୁନରାବୃତ୍ତି ଘଟିଛି ମେଘାଳୟରେ । ୫ ସିନିୟର ଛାତ୍ରଙ୍କ ରାଗିଂର ଶିକାର ହୋଇ ଜଣେ ଦଶମ ଶ୍ରେଣୀ ଛାତ୍ର ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଉ ଏହି ଘଟଣାରେ…
Read More...
Read More...