‘ଟାଇପ-୭’ ବଙ୍ଗଳାରେ ହିଁ ରହିବେ ରାଘବଚ ଚଢା
ଆମ ଆଦମୀ ପାର୍ଟିର ରାଜ୍ୟ ସଭା ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ବଡ ଆସ୍ୱସ୍ତି । ବର୍ତ୍ତମାନ ତାଙ୍କ ଟାଇପ-୭ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ ନାହିଁ ବୋଲି କୋର୍ଟ କହିଛନ୍ତି । ରାଘବ ଚଢା ନିମ୍ନ ଅଦାଲତ ନିଷ୍ପତ୍ତି କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।…
Read More...
Read More...