Browsing Tag

Puri

ପୁରୀ ଗସ୍ତରେ ଅସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି ଚେତନ ସାକାରିଆ

ପୁରୀ  /ସଂଞ୍ଜୟ  ମହାପାତ୍ର : ପୁରୀ ଗସ୍ତରେ  ଭାରତୀୟ କ୍ରୀକେଟର ଚେତନ ସାକାରିଆ ।  ସେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି। ଆସନ୍ତା ଏସିଆ କପ୍ ଫାଇନାଲରେ ଭାରତର ବିଜୟ ନେଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ଚେତନ। ତେବେ ସେ ଭାରତ ପାଇଁ ଶ୍ରୀଲଙ୍କା…
Read More...

‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ’ କରିବାକୁ ବାଲୁକାକୃତି ଜରୀଆରେ ବାର୍ତ୍ତା

ପୁରୀ / ସଞ୍ଜୟ  ମହାପାତ୍ର : ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି। ବିସ୍ତିର୍ଣ୍ଣ ବେଳାଭୂମିକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ କରିବାକୁ…
Read More...

ବିବାଦର ହେଲା ସମାଧାନ , ମହାପ୍ରଭୁଙ୍କର ହେବ ବଡ ମାହା ସ୍ନାନ

ପୁରୀ: ବିବାଦ ର ହେଲା ସମାଧାନ ଏଥର ମହାପ୍ରଭୁଙ୍କର ହେବ ବଡ ମହାସ୍ନାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା ପରେ ହୋଇଛି ନିଷ୍ପତ୍ତି । ସେବାୟତଙ୍କ ସହ ଆଲେଚନା ପରେ ନିଆଗଲା ନିଷ୍ପତ୍ତି । ଏବେ ବଡ ମହାସ୍ନାନ ପରେ ଅବକାଶ ହେବନୀତି । ଏହାପରେ ଆଗକୁ ନୀତିକାନ୍ତି ବଢିବା ନେଇ ସୂଚନା ।…
Read More...

ପୁଣି ସେବାୟତଙ୍କ ମଧ୍ୟରେ ବିଶୃଖଳା, ନୀତିରେ ବିଳମ୍ବ

ପୁରୀ: ପୁଣି ସେବାୟତଙ୍କ ମଧ୍ୟରେ ବିଶୃଖଳା । ବିଳମ୍ବ ହେଉଛି ମହାପ୍ରଭୁଙ୍କର ନିତିକାନ୍ତି । ନିଲମ୍ବିତ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଛି ବିବାଦ । ତେଣୁ ମହାପ୍ରଭୁଙ୍କ ମଇଲମ ନୀତି ଠାରୁ ଅଟକି ରହିଛି ସମସ୍ତ ନୀତିକାନ୍ତି । ସେପଟେ ସେବାୟତଙ୍କ ସହ ଆଲୋଚନା କରୁଛନ୍ତି…
Read More...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି

ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି କରାଯାଇଛି । ଆଜି ଶ୍ରୀଜୀଉଙ୍କ ଅବକାଶା ନୀତି ପରେ ବେଶ କରାଯାଇଛି । ଗମ୍ଭାରୀରେ ପାଣି ପଡି ଟେରା ବନ୍ଧାଯିବା ପରେ ସକାଳ…
Read More...

ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ,କୁଶୋତ୍ପାଟିନୀ ବା କୁଶଗ୍ରହଣୀ ଅମାବାସ୍ୟା ଭାବରେ ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ବାର ମାସରେ ତେରପର୍ବ ସହିତ ଆନକ ନୀତିକାନ୍ତି ସମ୍ପନ୍ନର ବିଧି ରହିଛି । ତେବେ…
Read More...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠତ

ପୁରୀ / ସଞ୍ଜୟ ମହାପାତ୍ର : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଆଜିର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି…
Read More...

ଦିନ ଦିପହରେ ଗ୍ରାମରେ ବୁଲିଲା ଖଣ୍ଡା

ପୁରୀ/ ସଞ୍ଜୟ ମହାପାତ୍ର : ଗଡିଶାଗୋଦା ଥାନା ପନାକ୍ଷୀରି ଗ୍ରାମରେ ଦିନ ଦିପହରେ ବୁଲିଲା ଖଣ୍ଡା। ଗୋଟାଏ ନୁହେଁ କି ଦୁଇଟି ନୁହେଁ ଗାଁରେ ତିନୋଟି ଖଣ୍ଡା ବୁଲିଲା । ପୂର୍ବ ଶତୃତାକୁ କେନ୍ଦ୍ରକରି ସେହି ଗ୍ରାମର କୃପାସିନ୍ଧୁ ନାୟକ , ତାଙ୍କ ପୁତୁରା ସୁତୁନା ଗ୍ରହାଚାର୍ଯ୍ଯ ଓ ଭଣଜା ଅବିନାଶ…
Read More...

ସେବାୟତ ଓ ଗୁମାସ୍ତାଙ୍କ ପାଇଁ ସ୍ୱତନ୍ତ୍ର ଧାଡି ଥିବା ସତ୍ତ୍ୱେ  ଟଙ୍କା ଲାଗି ଫିଟାଉଛନ୍ତି ଗଳାବାଟ

ପୁରୀ : ରବିବାର ଛୁଟି ଦିନ ତେଣୁ ଶ୍ରୀମନ୍ଦିରରେ ନାହିଁ ନଥିବା ଭକ୍ତଙ୍କ ଭିଡ ଲାଗିଛି। ତେବେ ବିଡମ୍ବନାର ବିଷୟ ହେଉଛି ଯେ ଭକ୍ତଙ୍କୁ ସୃଙ୍ଖଳିତ ଦର୍ଶନ ମିଳୁନାହିଁ। ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶହଶହ ଟଙ୍କା ହାତଗୁଞ୍ଜା ଦେବାକୁ ବାଧ୍ୟ ହେଉଛି ଭକ୍ତ।  ଆପଣ ଦେଖନ୍ତୁ ଏହି ଭିଜୁଆଲକୁ।…
Read More...

ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ପ୍ରଳମ୍ବାସୁରବଧ ବେଶ

ପୁରୀ / ସଞ୍ଜୟ  ମହାପାତ୍ର:  ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ ହେବ । ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ…
Read More...