Browsing Tag

Puri

ଚଳିତ ବର୍ଷ ବଢିବନି ସୁନାବେଶ ଦର୍ଶନ ସମୟ ; ଅରବିନ୍ଦ ପାଢୀ

ପୁରୀ : ସୁନା ଅଳଙ୍କାରରେ ସଜେଇ ହେଉଛନ୍ତି ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି । ମହଣ ମହଣ ସୁନାରେ ବିଭୂଷିତ ହେଇ ଦର୍ଶନ ଦେବେ ମହାବାହୁ । ଏହାସହ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ଚଳିତ ବର୍ଷ ବଢିବନି ସୁନାବେଶ ଦର୍ଶନ ସମୟ । ଏନେଇ ସୂଚନା…
Read More...

ମହାପ୍ରଭୁଙ୍କ ସୁନାବେଶ ପାଇଁ ନୀତି ନିର୍ଘଣ୍ଟ

ପୁରୀ: ଆସନ୍ତା କାଲି ସୁନା ବେସରେ ଦର୍ଶନ ଦେବେ ମହାପ୍ରଭୁ । ମହଣ ମହଣ ସୁନାରେ ଝଟକିବେ ବିଶ୍ୱ ନିୟନ୍ତା ।ଏନେଇ ଶେଷ ହୋଇଛି ନୀତି ନିର୍ଘଣ୍ଟ । ଆସନ୍ତା କାଲି ସକାଳ ୬ଟାରୁ ଆରମ୍ଭ ହେବ ମଙ୍ଗଳ ଆଳତୀ ନୀତି ।ପରେ ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି ଶେଷ ହେବ । ସେହିପରି ଦିନ ୨ଟାରୁ…
Read More...

ଆସନ୍ତା କାଲି ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି। ସିଂହଦ୍ୱାରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଜମିଛି। ୫…
Read More...

ରଥ ଉପରେ ଅଣ ସେବାୟତ ଚଢିବା ନେଇ ସିଂହଦ୍ୱାର ଥାନାରେ ଏତଲା

ପୁରୀ/ ସଞ୍ଜୟ ମହାପାତ୍ର: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା।ଶ୍ରୀମନ୍ଦିର ସ୍ୱତନ୍ତ୍ର ଅଧିକାରୀ ଅଜୟ କୁମାର ଜେନାଙ୍କ ଏତଲା। ୭ ଓ ୮ ତାରିଖରେ ରଥ ଉପରେ ଅନଧିକୃତ ବ୍ୟକ୍ତି ଓ ଅଣ ସେବାୟତ ଚଢିବା ନେଇ ଏତଲା।ଏ ସମ୍ପର୍କିତ ଫଟୋ ,ଭିଡିଓ ଓ ଶ୍ରୀମନ୍ଦିର ବ୍ୟବସ୍ଥାବଳୀ…
Read More...

ଆସନ୍ତା ୧୮ ତାରିଖ ଗୁରୁବାର ଖୋଲାଯିବ ରତ୍ନଭଣ୍ଡାର

ପୁରୀ : ଗୁରୁବାର ଖୋଲିବ ରତ୍ନଭଣ୍ଡାର । ଆସନ୍ତା ୧୮ ତାରିଖ ଗୁରୁବାର ଖୋଲାଯିବ ରତ୍ନଭଣ୍ଡାର ।ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ସଥଙ୍କ ସୂଚନା । ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ଜଷ୍ଟିସ ରଥଙ୍କ ସୂଚନା ।ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ ୧୫ ମଧ୍ୟରେ ଖୋଲାଯିବ ।…
Read More...

ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ଯକ୍ଷତାରେ ବସିଛି ବୈଠକ

ପୁରୀ : ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ଶ୍ରୀମନ୍ଦିର କାର୍ଯ୍ଯାଳୟରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ଯକ୍ଷତାରେ ବସିଛି ବୈଠକ। ବୈଠକରେ ରତ୍ନଭଣ୍ଡାର ଖୋଲିବା, ରତ୍ନାଳଙ୍କାର ଗଣତି ମଣତି କରିବା ସହ ମରାମତି ଉପରେ ଚାଲିଛି…
Read More...

ବଡ ଠାକୁରଙ୍କୁ ଲାଗି ହେଲା ପୋଡ ପିଠା

ପୁରୀ: ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମଉସୀ ମାଙ୍କ ଘରେ ଶ୍ରୀଜିଉ ବଡ ଭାଇ ବଳରାମ ଗେହ୍ଲି ଭଉଣୀ ସୁଭଦ୍ରାଙ୍କୁ ଧରି ପୋଡପିଠା ଖାଇଛନ୍ତି ବ୍ରହ୍ମାଣ୍ଡ ଠାକୁର । ବଡ ଦେଉଳକୁ ଫେରିବେ ତିନି ଠାକୁର । ତେଣୁ ଶରଧାବାଲି ସୁସଜ୍ଜିତ ହୋଇଛି । ରଥାରୁଢ ହୋଇ…
Read More...

ବାହୁଡା ଯାତ୍ରାରେ ବାହୁଡି ବଡ ଦେଉଳକୁ ଫେରୁଛନ୍ତି ବଡ ଠାକୁର

ପୁରୀ: ଶରଧାବାଲିରେ ଗଡିଲା ରଥ । ମାଉସୀ ମାଙ୍କ ଠାରୁ ବିଦାୟ ନେଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ବିଶ୍ୱ ନିୟନ୍ତା । ବାହୁଡା ଯାତ୍ରାରେ ବାହୁଡି ପୁଣି ବଡ ଦେଉଳକୁ ଫେରୁ ଛନ୍ତି ବଡ ଠାକୁର । ଏହି ବାହୁଡା ଯାତ୍ରା ପାଇଁ ଲୋକାରଣ୍ୟ ହୋଇଯାଇଛି ବଡଦାଣ୍ଡ । ହରିବୋଳ, ହୁଳହୁଳି, ଘଣ୍ଟଘଣ୍ଟିର…
Read More...

ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଇଛି ବାହୁଡା ଯାତ୍ରା । ବର୍ତ୍ତମାନ ଶରଧାବାଲିରେ ତିନି ରଥ ଅପେକ୍ଷା କରି ରହିଥିବାବେଳେ, ପହଣ୍ଡି ରେ ଚାଲିଛନ୍ତି ମହାପ୍ରଭୁ । ତେବେ ଗୁଣ୍ଡିଚା ମନ୍ଦିର ବିଜେ ବେଳେ ଯେଉଁ ଅଘଟଣ ଘଟିଲା, ତାକୁ ଦୃଷ୍ଟିରେ ରଖି ଏଥର ମୋବାଇଲ୍ ନେଇ କଡା ନିର୍ଦ୍ଦେଶ ଜାରି କରିଛି…
Read More...

ଆସନ୍ତାକାଲି ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଆସନ୍ତା ୧୫ ତାରିଖରେ ବାହୁଡା ଯାତ୍ରା । ତେବେ ଆସନ୍ତାକାଲି ନବମୀରେ ସନ୍ଧ୍ୟା ସର୍ଶନ । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତମାନେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ । ବାହୁଡାଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି ଥିବାରୁ ସନ୍ଧ୍ୟା ୫ଟା ରୁ ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ ।…
Read More...