Browsing Tag

Puri

ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ପଡିଛି ଖପୁରୀ ସହ ଶରୀରର କିଛି ଅଂଶ

ପୁରୀ/ସଞ୍ଜୟ ମହାପାତ୍ର : ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ ମିଳିଥିଲା। ଖପୁରୀଟି ଏକ ପୁରୁଷର ବୋଲି ଶାର୍ଟରୁ ଅନୁମାନ କରାଯାଉଛି । ତେବେ ଏହି ମୃତ ଦେହଟି ବଳିଆପଣ୍ଡା ଥାନା…
Read More...

ଅରୁଣ ସ୍ତମ୍ଭ ନିକଟରେ ପେଜ ପାଣିର ଲହରୀ : ଶ୍ରଦ୍ଧାଳୁ ସେବକ ହନ୍ତସନ୍ତ

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପେଜନଳାରୁ ନିର୍ଗତ ପାଣି ଢେଉ ମାରୁଛି । ସିଂହଦ୍ଵାରରେ ପେଜ ସ୍ରୋତ ଚାଲିବା ଯୋଗୁଁ ଶ୍ରଦ୍ଧାଳୁମାନେ ନାହିଁ ନଥିବା ସମସ୍ଯାରେ ସମ୍ମୁଖୀନ ହେଉଛନ୍ତି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଅନ୍ଯାନ୍ଯ ନିତି ଚାଲିଥିବା ସମୟରେ ସିଂହଦ୍ଵାର ସାମ୍ନା…
Read More...

ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ କରିବ ଏଆଇ

ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରସଙ୍ଗ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି । ଏଆଇ ଟେକ୍ନୋଲଜିର ମାଧ୍ୟମରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ କରାଯିବ । ତେବେ ମନ୍ଦିର ଭିତର ଓ ବାହାରେ ଲାଗିବ ୧୪ଟି କ୍ୟାମେରା ।…
Read More...

ଅବଢା ଯୋଜନା ମାଧ୍ୟମରେ ଆସିଥିବା 35 ଗୋଟି ଇ-ବସର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ

ପୁରୀ/ ସଞ୍ଜୟ ମହାପାତ୍ର: ଅବଢା ଯୋଜନା ମାଧ୍ୟମରେ ଆସିଥିବା 35 ଗୋଟି ଇ-ବସର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ସମଙ୍ଗ ପାର୍କିଂ ଠାରେ ରଖାଯାଇଥିବା ଏହି ବସଗୁଡିକୁ ନିରୀକ୍ଷଣ କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି । ଗତ ତା 05-08-24…
Read More...

ବାଙ୍ଗଲାଦେଶରେ ଚାଲିଥିବା ସାଂପ୍ରଦାୟିକ ହିଂସାକାଣ୍ଡକୁ ନେଇ ବାଲୁକାକଳା

ପୁରୀ / ସଞ୍ଜୟ ମହାପାତ୍ର : ବାଙ୍ଗଲାଦେଶରେ ଚାଲିଥିବା ସାଂପ୍ରଦାୟିକ ହିଂସାକାଣ୍ଡକୁ ନେଇ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ ବାଲୁକାକଳା। ଏଥିରେ ସାଂପ୍ରଦାୟିକ ହିଂସାକାଣ୍ଡରୁ ଦୁରେଇ ରହିବା  ସହ ଧାର୍ମୀକ ଆକ୍ରମଣ ବନ୍ଧ କରିବାକୁ ବାଲୁକାକୃତି ଜରୀଆରେ ଆହ୍ୱାନ ଦେଇଛନ୍ତି।…
Read More...

ପୁରୀ ବେଳାଭୂମୀରୁ ଅଜଣା ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ

ପୁରୀ: ପୁରୀ ବେଳାଭୂମୀରେ କ୍ଷତାକ୍ତ ଶବ ଉଦ୍ଧାର । ବଳିଆପଣ୍ଡା ଥାନା ଅନ୍ତର୍ଗତ ସମୁଦ୍ର କୂଳରେ ଜଣେ ଯୁବକକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ରମାକାନ୍ତ ଦାସଙ୍କ ପୁଅ ପହଲ୍ଲାଦ ଦାସ । ପ୍ରହଲ୍ଲାଦଙ୍କ ମୁଣ୍ଡ , ବାମପାଶ୍ୱର୍…
Read More...

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନକଲେ ନୌସେନା ମୁଖ୍ୟ

ପୁରୀ: ପୁରୀରେ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ । ଏହି ଗସ୍ତ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଡିସେମ୍ବର ୪ତାରିଖରେ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି ନୌସେନା ଦିବସ । ଏଥିପାଇଁ ପୁରୀରେ ନୌସେନାର ଯୁଦ୍ଧ ଜାହାଜ ସହ…
Read More...

ଖଜା ବ୍ୟବସାୟକୁ ନେଇ ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

ପୁରୀ / ସଞ୍ଜୟ ମହାପାତ୍ର:  ଦୀର୍ଘଦିନ ପରେ ପୁଣି ଶ୍ରୀକ୍ଷେତ୍ର ରକ୍ତ ରଞ୍ଜିତ। ଖଜା ବ୍ଯବସାୟକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ।  ପୁଣି ଘର ସମ୍ମଖ ରାସ୍ତା ମଝିରେ ଯୁବକଙ୍କୁ ହାଣିଲେ। । ଗୋଡାଇ ଗୋଡାଇ ହାଣିଲେ ଅପରଗୋଷ୍ଠୀ ଯୁବକ। ସେମାନଙ୍କ ଭିତରେ ୩ଜଣ ନାବାଳକ ରହିଛନ୍ତି।  ଟାଉନ ଥାନା…
Read More...

ରଥ ଉପରକୁ ଅନଧିକୃତ ବ୍ୟକ୍ତିଙ୍କ ଚଢିବା ଘଟଣା: ଜଣେ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୀ/ ସଞ୍ଜୟ ମହାପ୍ରାତ୍ର: ବାହୁଡା ଯାତ୍ରା ଦିନ ମା ସୁଭଦ୍ରାଙ୍କ ରଥ ଉପରକୁ ଅନଧିକୃତ ବ୍ଯକ୍ତିଙ୍କୁ ଚଢାଇବା ସମ୍ପର୍କରେ ଜଣେ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।  ଆଗାମୀ 7 ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ ପରବର୍ତୀ…
Read More...

ଶେଷ ହୋଇଛି ରତ୍ନଭଣ୍ଡାର କମିଟିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶେଷ ହୋଇଛି ରତ୍ନଭଣ୍ଡାର କମିଟିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଉପସ୍ଥିତ ଥିଲେ ଅନ୍ୟ କମିଟି ସଦସ୍ୟଙ୍କ ସହ ଏଏସଆଇ ବୈଷୟିକ କମିଟି ସଦସ୍ୟ । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ…
Read More...