Browsing Tag

Puri

ରାଜ୍ୟ ସରକାରଙ୍କ ହବିଷ୍ଯାଳି ଶିବିରରେ ରହି ହବିଷ କରିବେ ହବିଷ୍ୟାଳି

ପୁରୀ/ସଂଜୟ ମହାପାତ୍ର : ଅକ୍ଟୋବର ୧୮ରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ପୁରୀରେ କାର୍ତ୍ତିକ ବ୍ରତଧାରୀ ମାନଙ୍କର ହେବ  ଗହଳି ଚହଳି। କିଏ ମଠବାଡିରେ ତ ଆଉ କିଏ ରାଜ୍ୟ ସରକାରଙ୍କ ହବିଷ୍ଯାଳି ଶିବିରରେ ରହି ହବିଷ କରିବେ। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅର୍ଥ ବ୍ଯବସ୍ଥା ମଞ୍ଜୁର…
Read More...

କୁଇଣ୍ଟାଲ ପିଛା ୨୭୮୦ ଟଙ୍କା ମୂଲ୍ୟରେ ନିଲାମ ହେଲା ଅର୍ପଣ ଚାଉଳ

ପୁରୀ/ ସଞ୍ଜୟ ମହାପାତ୍ର: ନିଲାମ ହେଲା ଅର୍ପଣ ଚାଉଳ । ପରିକ୍ରମା ପ୍ରକଳ୍ପବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା । କୁଇଣ୍ଟାଲ ପିଛା ୨୭୮୦ ଟଙ୍କା ମୂଲ୍ୟରେ ନିଲାମ ହୋଇଛି ।ତେବେ ମୋଟ ଗଛିତ ୧୦୩୨୨.୪୯ କୁଇଣ୍ଟାଲ ଅର୍ପଣ ଚାଉଳ ୨କୋଟି ୮୬ ଲକ୍ଷ ୯୬ ହଜାର ୨୪୪ ଟଙ୍କାରେ ସମୁଦାୟ ଚାଉଳ ନିଲାମ…
Read More...

ପୁରୀରେ ସମୁଦ୍ର ସଫେଇ ପାଇଁ ପ୍ରୟାସ ଆରମ୍ଭ

ପୁରୀ/ସଞ୍ଜୟ ମହାପାତ୍ର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସମ୍ପୂର୍ଣ ଭାରତ ବର୍ଷରେ ସ୍ୱଚ୍ଛତା ପକ୍ଷ ଆରମ୍ଭ ହୋଇଛି। ଏଥିଲାଗି ପୁରୀର ସାମାଜିକ ସାଂସ୍କୃତିକ ଧାର୍ମିକ ଓ ଅର୍ଥନୀତି ସହିତ ଜଡ଼ିତ ପୁରୀର ମହୋଦଧି ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା…
Read More...

ଶ୍ରୀମନ୍ଦିରରେ ଲୁହା କଡ଼େଇ ବ୍ୟବହାର ଘଟଣା : ତିନି ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପୁରୀ : ଶ୍ରୀମନ୍ଦିରରେ ଲୁହା କଢେଇ ବ୍ୟବହାର ହୋଇଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ପାଇଁ ନିଷିଦ୍ଧ କରାଯିବା ସହ ଜଣେ ପାଳିଆ ସେବକକୁ ମହାପ୍ରଭୁଙ୍କୁ…
Read More...

ସୁରକ୍ଷା ପ୍ରଶାସକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ପୁରୀ/ ସଞ୍ଜୟ ମହାପାତ୍ର: ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସୁରକ୍ଷା ପ୍ରଶାସକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା । ଏସ୍.ପି ଗଜପତି ଭାବେ ବଦଳି ହୋଇଥିବାରୁ ତାଙ୍କୁ ଏହି ସମ୍ବର୍ଦ୍ଧନା ଦେଆଯାଇଥିବା ସୂଚନା । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମୁଖ୍ୟ ପ୍ରଶାସକ…
Read More...

ତିରୁପତି ବାଲାଜୀ ମନ୍ଦିରରେ ଅଭିଯୋଗ ପୁନରାବୁର୍ତ୍ତି ନ କରିବା ପାଇଁ ଏହି ପଦକ୍ଷେପ

ବ୍ୟୁରୋ : କୌଣସି ସ୍ଥାନରେ ନକଲି ଘିଅ ବ୍ୟବହାର ହେଉନାହିଁ । ଶୁଦ୍ଧତା ମାନ ଯାହା ରହିବା କଥା ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି । କିନ୍ତୁ ଏହି ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରୀକ୍ଷଣ କରିବା ଓ ଏହି ମାନକୁ ମେଣ୍ଟେନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ ହେବ । ତିରୁପତି ବାଲାଜୀ ମନ୍ଦିରରେ ଯେଉଁ…
Read More...

ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ପାଣି

କୋଣାର୍କ : ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି । ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହେଲେ ଦେଶ ବିଦେଶ ପର୍ଯ୍ୟଟକ । ବିଗତ ଦିନରେ ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଅନେକ ସ୍ଥାନରେ ଜମି ରହିଛି ବର୍ଷା ପାଣି ।…
Read More...

ଆଜି ପ୍ରବଳ ବର୍ଷା ନେଇ ପୁରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ

ପୁରୀ : ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷା ନେଇ ପୁରୀରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଦିନକ ପାଇଁ ବନ୍ଦ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଆଜି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ନେଇ…
Read More...

ଶ୍ରୀମନ୍ଦିରରେ ବ୍ୟବହୃତ ଘିଆ ମାନ ଯାଞ୍ଚ କରାଯିବ: ପୁରୀ ଜିଲ୍ଲାପାଳ

ପୁରୀ: ପୁରୀ ଶ୍ରୀମନ୍ଦିରରେ ବ୍ୟବହୃତ ଘିଆର ମାନ ଯାଞ୍ଚ କରାଯିବ । ଯଦି ମାନ ପରୀକ୍ଷାରେ ନିମ୍ନମାନର ଘିଅ ବ୍ୟବହୃତ ହେଉଥିବା ଜଣାପଡ଼େ ତେବେ ବ୍ୟବହାରକାରୀଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲା ପାଳ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ କୋଠ…
Read More...

ଆଜି ପବିତ୍ର ମୂଳାଷ୍ଟମୀ : ଆଜିଠୁ ଶ୍ରୀମନ୍ଦିରରେ ଷୋଳପୂଜା ନୀତି

ପୁରୀ: ଆଜି ପବିତ୍ର ମୂଳାଷ୍ଟମୀ । ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ବିଭିନ୍ନ ଶକ୍ତି ପୀଠ । ଜେହେତୁ ଆଜି ଠାରୁ ଆରମ୍ଭ ହେବ ମାଆଙ୍କ ଷୋଡଶ ଉପଚାର ପୂଜା । ତେଣୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସହସ୍ର କୁମ୍ଭାଭିଷେକ ନୀତି। ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ…
Read More...