Browsing Tag

Puri

ଶ୍ରୀମନ୍ଦିର ଭିତରେ ଅଭାବନୀୟ : ଦୁଇ ସେବାୟତ ହାତାହାତି

ପୁରୀ: ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ହାତାହାତି ହେଇଛନ୍ତି । ହାତାହାତି ଘଟଣାରେ ଜଣେ ବରିଷ୍ଟ ସେବାୟତ ଆହତ ହୋଇଥିବା ଜଣାପଡିଛି ।  ଗୁରୁତର ହୋଇପଡ଼ିଥିବା ସେବାୟତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି…
Read More...

ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବାର ପ୍ରସ୍ତୁତି ଅନୁଧ୍ୟାନ କଲେ ଏଏସଆଇ ଏଡିଜି

କୋଣାର୍କ: ସୂର୍ଯ୍ୟମନ୍ଦିରରୁ ବାଲି କଢା ପ୍ରସ୍ତୁତିର ଅନୁଧ୍ୟାନ । ଗର୍ଭଗୃହରୁ ବାଲି କାଢ଼ିବାର ପ୍ରସ୍ତୁତି ଅନୁଧ୍ୟାନ କଲେ ଏଏସଆଇ ଏଡିଜି । ଏଡିଜିଙ୍କ ସମେତ ୧୫ ଜଣିଆ କୋର କମିଟି ଅନୁଧ୍ୟାନ କଲେ । ସୂଚନା ଅନୁୟାଯୀ , ସୂର୍ଯ୍ୟ ମନ୍ଦିରରୁ ବାଲି କାଢିବା, ସଂରକ୍ଷଣ ଓ ରକ୍ଷଣା ବେକ୍ଷଣକୁ ନେଇ…
Read More...

କମ୍ପୁଛି ପୁରୀ ବ୍ଲୁ ଫ୍ଲାଗ ବିଚ : ଉପସ୍ତିତ ଅଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ :  ନୌସେନା କାର୍ଯ୍ୟକ୍ରମରେ ସାମିଲ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ବେଳାଭୁମିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ  କରାଯାଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ଦିଆଗଲା ଗାର୍ଡ ଅଫ ଅନର । ପୁରୀ ବ୍ଲ୍ୟୁ ଫ୍ଲାଗ ବିଚରେ ନୌସେନାମାନେ…
Read More...

ଆଜି ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ/ ସଞ୍ଜୟ ମହାପାତ୍ର: ଆଜି ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ  ସୂଚନା ମିଳିଛି । ଏହା ଏକ ଗୁପ୍ତ…
Read More...

ମହାପ୍ରଭୁଙ୍କ ପଇତାଲାଗି ନୀତି: ଆସନ୍ତା କାଲି ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ /  ସଞ୍ଜୟ ମହାପାତ୍ର:  ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆସନ୍ତା କାଲି   ମାର୍ଗଶୀର କୃଷ୍ଣ ଦଶମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି। ଏଥିପାଇଁ ଶ୍ରୀମନ୍ଦିରରେ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।…
Read More...

‘ନୌସେନା ଦିବସ ବା ନାଭି ଡେ’ ରେ ଡ୍ରୋନ ଉଡାଇବା ଉପରେ କଟକଣା

ପୁରୀ;ଡ୍ରୋନ ଉଡାଇବା ଉପରେ କଟକଣା, ଛାତ ଉପରେ ପକ୍ଷୀ ମାନଙ୍କୁ ଖାଦ୍ୟ ଦେବା ମନା। ଡିସେମ୍ବର ୪ ତାରିଖରେ ପୁରୀ ରାଜଭବନ ନିକଟସ୍ଥ ବ୍ଲୁ ଫ୍ଲାଗବିଚ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ ପାଳିତ ହେବ।ଏଥିରେ ନୌସେନାର ବିବିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବା ସହ ଚିତ୍ତାକର୍ଷକ ଏୟାର ସୋ…
Read More...

LED  ଡିସପ୍ଳେରେ ମହାପ୍ରଭୁଙ୍କ ନୀତିକାନ୍ତି ସୂଚନା ମିଳିବ

ପୁରୀ; LED  ଡିସପ୍ଳେରେ ମହାପ୍ରଭୁଙ୍କ ନୀତିକାନ୍ତି ସୂଚନା ମିଳିବ । ଏନେଇ ପଦକ୍ଷେପ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ୫୦ ଲକ୍ଷ୬୯ ହଜାର ଟଙ୍କା ବ୍ୟୟ ବରାଦ ଅଟକଳ କରି ପଦକ୍ଷେପ ଆରମ୍ଭ ହୋଇଛି । ଅ ଏଲିଇଡି ଡିସପ୍ଳେ ଲାଗିବା ଦ୍ୱାରା ଦର୍ଶନ ବନ୍ଦ ସମୟରେ ଶ୍ରୀମନ୍ଦିରକୁ ଯାଇ…
Read More...

କାଲିଠାରୁ ୪ ଦ୍ୱାରଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ

ପୁରୀ: କାଲିଠାରୁ ୪ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ କରିବେ ଭକ୍ତ । ଆସନ୍ତାକାଲି ଶନିବାରଠାରୁ ଶ୍ରୀମନ୍ଦିର ୪ଦ୍ୱାର ଦେଇ ଭକ୍ତ ମାନେ କରିବେ । ୪ ଦ୍ୱାର ଦେଇ ପ୍ରବେଶ କରିପାରିବେ ସାଧାରଣ ଦର୍ଶନାର୍ଥୀ । ଏନେଇ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ । ୪ ଦ୍ୱାରରେ ପ୍ରବେଶ କରିପାରିବେ ,କିନ୍ତୁ ୩…
Read More...

ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ମନ୍ଦିରର ଗୁମୁଟ ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା

ପୁରୀ:  ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ। ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ମନ୍ଦିରର ଗୁମୁଟ ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା। ମାଣ୍ଡାରିନ୍ ଭାଷାରେ କଥାବାର୍ତ୍ତା କରୁଥିବାରୁ ହୋଇଥିଲା ସନ୍ଦେହ। ତେବେ ଏହି ଚାଇନିଜ୍ ମହିଳା ଜଣକ…
Read More...

ଅଦିନ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ କଡା ଆଭିମୁଖ୍ୟ

ପୁରୀ : ପୁରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଙ୍କ ସାମ୍ବାଦିକ ସମ୍ମିଳନୀ | ଅଦିନିଆ ରଥଯାତ୍ରା ଇସ୍କନ ସଂସ୍ଥା 1967 ରେ ଆରମ୍ବ କରିଛନ୍ତି | 1980 ରୁ ଆରମ୍ବ କରି ଇସ୍କନ ର ମୁଖ୍ୟ ଙ୍କ ସହ ଆଲୋଚନା କଲୁ ବନ୍ଦ ପାଇଁ କିନ୍ତୁ କିଛି ଲାଭ ହେଲାନି | ମୁଖ୍ୟ ପ୍ରଶାସକ ଚିଠି ଲେଖିଲେ କିନ୍ତୁ…
Read More...