ଚାଲିଛି ମହାପ୍ରଭୁଙ୍କ ଖସାପଡା ନୀତି, ଚୁଲି ଭଙ୍ଗା ଘଟଣାରେ ଶ୍ରୀମନ୍ଦିରରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି
ପୁରୀ/ ଜୟନ୍ତ କୁମାର ସେଠୀ : ଆଜି ଚୈତ୍ରମାସ କୃଷ୍ଣପକ୍ଷ ତୃତୀୟା ତିଥି। ଆଜିର ଏହି ପବିତ୍ର ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀୟୁ ମାନଙ୍କର ଖସାପଡା ନିତି ଅନୁଷ୍ଠିତ ହୋଇଛି। ମଧ୍ଯାନ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି…
Read More...
Read More...