ପୁରୀ ପୋଲିସ ହାତରେ ୨ ବାଇକ ଲୁଟେରା
ଅପରେସନ ଚକ୍ର ଜରୀଆରେ ଅପରାଧକୁ ନିୟନ୍ତ୍ରଣ କରିବାରେ ପୁରୀ ପୁଲିସକୁ ଅନେକ ସଫଳତା ମିଳିଛି। ତେବେ ପୁରୀ ସହରର ବିଭିନ୍ନ ଅଞ୍ଚଳରୁ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ବାଇକ୍ ଲୁଟ୍ କରୁଥିବା ଏକ ବଡ ଗ୍ୟାଙ୍ଗର ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୬ଟି ମୋଟର ସାଇକେଲ ଜବତ…
Read More...
Read More...