Browsing Tag

punjab

ଖୁବଶୀଘ୍ର ପଦ୍ମ ଧରିବେ କ୍ୟାପ୍ଟେନ ଅମରିନ୍ଦର ସିଂହ !

(ଚଣ୍ଡୀଗଡ଼) : ଖୁବଶୀଘ୍ର ପଦ୍ମ ଧରିବେ ହାତ ଛାଡିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ । ମୁଖ୍ୟମନ୍ତ୍ରୀ ପଦ ଯିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ ଖୁବଶୀଘ୍ର ବିଜେପିରେ ମିଶିବେ। ସେ କଂଗ୍ରେସରୁ ଅଲଗା ହେବା ପରେ ନିଜସ୍ୱ ଦଳ ଗଠନ କରି ପଞ୍ଜାବ ବିଧାନସଭା…
Read More...

ପଞ୍ଜାବ ପୋଲିସକୁ ସୁରକ୍ଷା ମାଗିଲେ ଗାୟକ ମନକୀରତ ଔଲଖ 

(ପଞ୍ଜାଵ) : ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯିବା ବିବାଦ ଥମିବାର ନାଁ ଧରୁନି । ତେବେ ଏହି କାରଣରୁ  ପଞ୍ଜାବୀ ଗାୟକ ମନକୀରତ ଔଲଖ ନିଜ ପାଇଁ ମାଗିଛନ୍ତି ସୁରକ୍ଷା। ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ପଞ୍ଜାବ ପୁଲିସ୍‌କୁ ଅନୁରୋଧ କରିଛନ୍ତି। ଯାହାର କାରଣ ହେଉଛି ଗତ…
Read More...

ଭୂକମ୍ପରେ ଥରିଲା ପଞ୍ଜାବ ଓ ଆଣ୍ଡାମାନ ନିକୋବର

(ପଞ୍ଜାବ) : ଭୂକମ୍ପରେ ଥରିଲା ପଞ୍ଜାବ। ପଞ୍ଜାବର ସଙ୍ଗରୁର୍‌ରେ ସ୍ୱଳ୍ପ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ଥିବା ରେକର୍ଡ଼ କରାଯାଇଛି। ସଙ୍ଗରୁର୍‌ ୧୦ କିମି ଦୂରରେ ଏହାର କେନ୍ଦ୍ରୀଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ…
Read More...

ଶେଷରେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ନଭଜୋତ ସିଂହ ସିଦ୍ଧୁ

(ପଞ୍ଜାବ) : ପାର୍କିଂ ମାମଲାରେ ପୂର୍ବତନ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ୧ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ। ଆଜି ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସୁପ୍ରିମକୋର୍ଟରେ ସିଦ୍ଧୁଙ୍କ ପାଇଁ ଆବେଦନ କରିଥିବା ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ଆଜି ଜଷ୍ଟିସ ଏଏମ…
Read More...

 ଆତ୍ମସମର୍ପଣ ପାଇଁ ସ୍ୱାସ୍ଥ୍ୟଗତ ବାହାନା ମାରିଲେ ସିଦ୍ଧୁ !

(ପଞ୍ଜାବ) :  ପାର୍କିଂ ମାମଲାରେ ପୂର୍ବତନ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ୧ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ। ଶୁକ୍ରବାର ତାଙ୍କୁ ପଟିୟାଲା କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା, କିନ୍ତୁ ଏଥିପାଇଁ ସେ ଆଉ କିଛି ଦିନର ସମୟ ମାଗିଛନ୍ତି। ସିଦ୍ଧୁଙ୍କ ଓକିଲ…
Read More...

ସିଦ୍ଧୁ କାହିଁକି ଦେଲେ ଏପରି ବୟାନ, ‘ମୋ ପାଇଁ ଗାତ ଖୋଳିଥିଲେ, ନିଜେ ସେହି ଗାତରେ ପଡ଼ିଲେ’

ପଞ୍ଜାବ: ପଞ୍ଜାବରେ କଂଗ୍ରେସର ଗଡ଼ ଧ୍ୱସ୍ତ ହେବା ପରେ ନିର୍ବାଚନ ଫଳାଫଳକୁ ନେଇ ବଡ ବୟାନ ରଖିଛନ୍ତି କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ । ପଞ୍ଜାବରେ କଂଗ୍ରେସର ବଡ଼ ହାର ବାବଦରେ ମୁହଁ ଖୋଲିବା ସହ ସିଦ୍ଧୁ ଯାହା କହିଛନ୍ତି ତାହା ପଞ୍ଜାବ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । '…
Read More...

ହରଡ଼ଘଣାରେ ଚନ୍ନି

ଚଣ୍ଡୀଗଡ: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କୁ ଲାଗିଛି ବଡ ଝଟକା । ପୁତୁରା ଭୁପିନ୍ଦର ସିଂ ହନିଙ୍କୁ ଗିରଫ କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) । ବେଆଇନ ବାଲି ଖନନ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଛନ୍ତି ହନ୍ନି ।…
Read More...

ନୂଆ ଦଳ ଘୋଷଣା କଲେ କ୍ୟାପଟେନ ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତ୍ତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ନିଜର ନୂଆ ଦଳ ଘୋଷଣା କରିଛନ୍ତି । ସେ ଏକ ନୂତନ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଯାହାର ନାମ ଖୁବ ଶୀଘ୍ର ପ୍ରକାଶ ପାଇବ । ତେବେ ଅମରିନ୍ଦର ସିଂ ୨୦୨୨ ପଞ୍ଜାବ ନିର୍ବାଚନରେ ସେ ବିଜେପି କିମ୍ବା ଅନ୍ୟ କୌଣସି ଦଳ ସହ…
Read More...

ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେବାକୁ ଭୁଲିଗଲେ ଅମରିନ୍ଦର, ମେଣ୍ଟିନି ବିବାଦ

(ପଞ୍ଜାବ) : ପଞ୍ଜାବ କଂଗ୍ରେସର ଡୋର ଏବେ ସିଦ୍ଧୁଙ୍କ ହାତରେ। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଏହି ନିଷ୍ପତ୍ତି କିନ୍ତୁ ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ଥିବା ବିବାଦ ମେଣ୍ଚାଇ ପାରିନି। ଲାଗୁଛି ଯେମିତି ସିଦ୍ଧୁଙ୍କୁ ଆଦୌ ଗ୍ରହଣ କରିପାରୁ ନାହାଁନ୍ତି ଅମରିନ୍ଦର। ଜୁଲାଇ…
Read More...