Browsing Tag

punjab

କଲେଜ୍ କ୍ଲାସରୁମରେ ଗୁଳିକାଣ୍ଡ: ଛାତ୍ରୀଙ୍କୁ ଗୁଳି କରି ହତ୍ୟା, ପରେ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ପଞ୍ଜାବର ତରନତାରନ ଜିଲ୍ଲାରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି। ଆଇନ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ କ୍ଲାସମେଟ୍ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳି ଲାଗି ଛାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ଛାତ୍ର ନିଜକୁ ମଧ୍ୟ…
Read More...

ଲାଞ୍ଚ ନେବା ଅଭିଯୋଗରେ ପଞ୍ଜାବ ଡିଆଇଜି ହରଚରନ ସିଂ ଭୁଲାର ଗିରଫ

ଚଣ୍ଡିଗଡ: ଲାଞ୍ଚ ନେବା ଅଭିଯୋଗରେ ପଞ୍ଜାବ ଡିଆଇଜି ହରଚରନ ସିଂ ଭୁଲାର ଗିରଫ ହୋଇଛନ୍ତି । ହରଚରନ ସିଂ ଭୁଲାରଙ୍କୁ ଗିରଫ କରିଛି ସିବିଆଇ । ଡିଆଇଜିଙ୍କ ଘରେ ୨୧ ଘଣ୍ଟାର ମାରାଥନ ରେଡ୍ ପରେ ୭ କୋଟି ଟଙ୍କା ଜବତ କରାଯାଇଛି । ଦେଢ଼ କିଲୋ ସୁନା, ୨୨ଟି ଦାମୀ ଘଣ୍ଟା ମଧ୍ୟ ଜବତ ହୋଇଥିବା ସୂଚନା…
Read More...

ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସ୍ଥାୟୀ ବ୍ଲାକଆଉଟ ଘୋଷଣା କଲେ ପଞ୍ଜାବ ସରକାର

ନୂଆଦିଲ୍ଲୀ-: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ସେବେଠାରୁ ହତାଶ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରିଚାଲିଛି । ଏହାକୁ ଦୃଷ୍ଟିରେ…
Read More...

୪ ଦିନ ଧରି ନିଖୋଜ ଥିବା ଭାରତୀୟ ଛାତ୍ରୀ ବଂଶିକାଙ୍କ ମୃତଦେହ ଉଦ୍ଧାର

ଓଟାୱା-: କାନାଡ଼ାରେ ଗତ ୪ ଦିନ ଧରି ନିଖୋଜ ଥିବା ଭାରତୀୟ ଛାତ୍ରୀ ବଂଶିକାଙ୍କ ମୃତଦେହ ଉଦ୍ଧାର ହୋଇଛି । କାନାଡ଼ାରେ ଥିବା ଭାରତୀୟ ଦୂତାବାସ ମଧ୍ୟ ବଂଶିକାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛି । ବଂଶିକାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି, ତେଣୁ ତାଙ୍କୁ ହତ୍ୟା କରାଯାଇଥିବା…
Read More...

ଗ୍ରେନେଡ୍ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘରର ପାର୍ଟିସନ୍ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି

ଚଣ୍ଡୀଗଡ଼-: ପଞ୍ଜାବର ଜଳନ୍ଧର ଜିଲ୍ଲାର ବିଜେପି ନେତା ମନୋରଞ୍ଜନ କାଳିଆଙ୍କ ବାସଭବନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି, ଯାହା ଫଳରେ ସ୍ଥାନୀୟ  ଅଞ୍ଚଳରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏହି ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ କୌଣସି ଧନଜୀବନ ହାନି…
Read More...

ପଞ୍ଜାବକୁ ଅଟକାଇ ପାରିବକି ଚେନ୍ନାଇ ?

ଚଣ୍ଡିଗଡ଼-: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଚଳିତ ସଂସ୍କରଣର, ୨୨ ତମ ମ୍ୟାଚରେ ସାମ୍ନାସାମ୍ନି ହେବେ ପଞ୍ଜାବ କିଙ୍ଗ୍ସ (PBKS) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (CSK) । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ସନ୍ଧ୍ୟା ୭:୩୦ରେ ଚଣ୍ଡିଗଡ଼ରେ ଖେଳାଯିବ । ପଞ୍ଜାବ କିଙ୍ଗ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ୩ଟି…
Read More...

ପଞ୍ଜାବର ମୋହାଲିରେ ବୃଦ୍ଧଙ୍କୁ ଘୋଷାଡ଼ି ମାରିଲା ଗାଈ

ପଞ୍ଜାବ: ବୃଦ୍ଧଙ୍କୁ ଘୋଷାଡ଼ି ମାରିଲା ଗାଈ । ଏଭଳି ଘଟଣା ଘଟିଛି ପଞ୍ଜାବର ମୋହାଲିରେ। ଜଙ୍ଗଲୀ ଜନ୍ତୁଙ୍କ ପରି ଆତଙ୍କ ସୃଷ୍ଟି କରିଛି ଗାଈ । ପ୍ରାୟ ଶହେ ମିଟର ଘୋଷାଡ଼ି ନେଇ ବୃଦ୍ଧଙ୍କୁ ମାରିଛି ଗାଈ । ତେବେ ବୃଦ୍ଧ ଜଣକ ୮୩ ବର୍ଷିୟ ସରୂପ ସିଂ ବୋଲି ଜଣାପଡିଛି । ଏହି ଭୟଙ୍କର ଘଟଣାର ଚିତ୍ର…
Read More...

ବାରମ୍ବାର ସମ୍ନାକୁ ଆସୁଛି ଡ୍ରଗ୍ସ ଚୋରା ଚାଲଣର ଖବର

ପଞ୍ଜାବ : ବାରମ୍ବାର ସମ୍ନାକୁ ଆସୁଛି ଡ୍ରଗ୍ସ ଚୋରା ଚାଲଣର ଖବର । ପଞ୍ଜାବରେ ଏଭଳି ଘଟଣା ବାରମ୍ବ।ର ଘଟୁଛି । ବିଭିନ୍ନ ରାସ୍ତା ଦେଇ ଚୋରା ଚାଲଣ ହେଉଛି ଏହି ନିଶା ଦ୍ରବ୍ୟ । ତେବେ ଅଗଷ୍ଟ ୨୩ରେ ଅମୃତସରରେ ତିନିଜଣ ଡ୍ରଗ୍ ବେପାରୀଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଚୋରା…
Read More...

ପଞ୍ଜାବରେ ଫାୟାରିଙ୍ଗ-ଜଣେ ମୃତ ୨ ଆହାତ  

ପଞ୍ଜାବ:ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ  ଏନକାଉଣ୍ଟର  ।ଏହି ଅପରେସନରେ ସ୍ୱତନ୍ତ୍ର ଏନକାଉଂଟର ଟିମ ଓ ପଞ୍ଜାବ ପୋଲିସର ମିଳିତ ସହେଯାଗ ଥିବା କୁହାଯାଉଛି ।ଏହି ଏନକାଉଂଟରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହାତ ହୋଇଛନ୍ତି ।ତେବେ ସମସ୍ତ ଅଭିଯୁକ୍ତ ମାନେ…
Read More...

ଗାୟକ ସିଦ୍ଧୁ ମୁସେୱାଲା ନିଜକୁ ବଞ୍ଚାଇବା ପାଇଁ ୨କୋଟି କରିଥିଲେ ଅଫର

ଭୁବନେଶ୍ୱର: ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ଦେହାନ୍ତ ହେବାର ଦେଢ଼ ମାସରୁ ଅଧିକ ସମୟ ଅତିବାହିତ ହୋଇଛି। କିନ୍ତୁ ମୃତ୍ୟୁର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ । ଯଦିଓ ପୋଲିସ କିଛି ଅଭିଯୁକ୍ତକୁ ଗିରଫ କରିଛି, ତଥାପି ଅନେକ ଅଭିଯୁକ୍ତ ପାଖରେ ପୋଲିସ…
Read More...