Browsing Tag

#pubg #bihar #died #trainaccident

ଇୟର ଫୋନ ଦେଇ ପବଜୀ ଖେଳୁଥିଲେ ୩ ସାଙ୍ଗ, ମାଡି ଆସିଲା ଟ୍ରେନ୍

ପବଜୀ ଖେଳ ସାଜିଲା କାଳ । ଆକାଳରେ ଚାଲିଗଲା ୩ ନିରିହ ଜୀବନ । ପବଜୀ ଖେଳିବା ପାଇଁ ରେଳ ଧାରଣକୁ ଡକାଡକି ହୋଇ ଚାଲି ଯାଇଥିଲେ ୩ ସାଙ୍ଗ । ଆଉ କାନରେ ଇୟର ଫୋନ ଲଗାଇ ମଜି ଯାଇଥିଲେ ଖେଳରେ । କିନ୍ତୁ ଜାଣି ନଥିଲେ ଯେ କେତେବେଳେ ମୃତ୍ୟୁ ରୂପି ଟ୍ରେନ ଟି ତାଙ୍କ ଉପରକୁ ମାଡି ଆସିବ ବୋଲି ।…
Read More...