Browsing Tag

protest

ପୁଣି ରାଜା ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର ମହାସଂଘ

ଭୁବନେଶ୍ୱର-: ପୁଣି ରାଜା ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ଓ ଏକତା ମଞ୍ଚ ପକ୍ଷରୁ ପୁଣି ଆନ୍ଦୋଳନ ଡାକରା ଦିଆଯାଇଛି । ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଲା ଡ୍ରାଇଭର ଏକତା ମଞ୍ଚ । ଦାବି ନଶୁଣିଲେ ଜୁଲାଇ ୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ…
Read More...

ରାଜଧାନୀରେ ‘ଆମ ବସ’ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର-: ରାଜଧାନୀ ଭୁବନେଶ୍ଵରରେ ଆମ ବସ ସେବା ମଙ୍ଗଳବାର ବନ୍ଦ ହୋଇଯାଇଛି। ‘ଆମ ବସ’ କଣ୍ଡକ୍ଟର ଏବଂ ଡ୍ରାଇଭରଙ୍କୁ ମାଡ଼ ମରାଯିବା ପ୍ରତିବାଦରେ କର୍ମଚାରୀମାନେ ଆନ୍ଦୋଳନ କରିବା ଯୋଗୁ ବସ ସେବା ବନ୍ଦ ରହିଛି। ‘ଆମ ବସ’ର ବହୁ ଡ୍ରାଇଭର ଏବଂ କଣ୍ଡକ୍ଟର ମାଷ୍ଟରକ୍ୟାଣ୍ଟିନସ୍ଥିତ ‘ଆମ ବସ’…
Read More...

ବିହାର ସରକାର ଏବଂ ବିହାର ପବ୍ଲିକ୍ ସର୍ଭିସ୍ କମିଶନ ବିରୋଧରେ ବିଦ୍ରୋହ ପ୍ରଦର୍ଶନ

ନୂଆଦିଲ୍ଲୀ-: ମଙ୍ଗଳବାର ଦିନ ବିହାରର ପାଟନାରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ର ସପ୍ଲିମେଣ୍ଟାରୀ ଫଳାଫଳ ପ୍ରକାଶନ ପାଇଁ ପ୍ରତିବାଦ କରୁଥିବା ପ୍ରାର୍ଥୀମାନଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି କାରଣ ଏକ ଉଚ୍ଚ ସୁରକ୍ଷା କ୍ଷେତ୍ର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରୀ ବାସଭବନ…
Read More...

ପଶ୍ଚିମବଙ୍ଗର ଜୁନିଅର ଡାକ୍ତର ଆଜି ଠାରୁ କାମରେ ଦେବେ ଯୋଗ

ବ୍ୟୁରୋ: ପଶ୍ଚିମବଙ୍ଗର ଜୁନିଅର ଡାକ୍ତର ଶୁକ୍ରବାର ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ତେବେ ଆଜି ଠାରୁ କର୍ମକ୍ଷେତ୍ରକୁ ଫେରିବେ ଡାକ୍ତର । ୪୨ ଦିନ ଧରି ଯେଉଁ ସବୁ କାର୍ଯ୍ୟ ବନ୍ଦ ହୋଇଥିଲା ତାହା ପୁଣି ଆରମ୍ଭ ହେବ । ଶୁକ୍ରବାର ସେମାନେ ସିବିଆଇ ଅଫିସକୁ ଏକ ଶୋଭାଯାତ୍ରାରେ ଯାଇଥିଲେ ।…
Read More...

ସୁରକ୍ଷା ନ ଦେଲେ ଏଣିକି ହେବନି କାମ : ମହିଳା ଡାକ୍ତରଙ୍କ ଚେତାବନୀ

ନୂଆଦିଲ୍ଲୀ : କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ, କୋଲକାତାର ମହିଳା ଡାକ୍ତରଙ୍କ ଦୁଷ୍କର୍ମ ପରେ ପରେ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯିବ। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବ ପରେ ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମିଳିଛି। ଏହା ବ୍ୟତୀତ ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ…
Read More...

ହରିଶଙ୍କରକୁ ମୁଖ୍ୟମନ୍ତ୍ରୀଙ୍କ ଅଣଦେଖା

ବଲାଙ୍ଗୀର /ଜଗନ୍ନାଥ ଧରୁଆ :ପଶ୍ଚିମ ଓଡ଼ିଶାର ସୁପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ର ଉନ୍ନତି କରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ର ପ୍ରତିଶୃତି ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ, ପୂର୍ବତନ ଓ ଟି ଡ଼ି ସି ଚ୍ୟାୟାର ମେନ ତଥା ସ୍ଥାନୀୟ…
Read More...

ହିନ୍ଦୁ ନାବାଳିକା ଅପହରଣ: ଇମରାନଙ୍କୁ ବିରୋଧ ପ୍ରଦର୍ଶନ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସିନ୍ଧ ଅଞ୍ଚଳ ବାସୀ ପାକ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇବା ସହ ସରକାରକୁ ଘୋର ବିରୋଧ କରିଛନ୍ତି । ପାକରେ ହୋଲି ସମୟରେ ଦୁଇ ହିନ୍ଦୁ ନାବାଳିକାଙ୍କୁ ଅପହରଣ ପରେ ବଳପୂର୍ବକ ବିବାହ ଓ ଧର୍ମ ପରିବର୍ତ୍ତନକୁ ନେଇ ପାକର କିଛି…
Read More...

ସତ୍ୟବାଦୀ, କଣାସରେ ବିଜେପି ଟିକେଟକୁ ନେଇ ପ୍ରତିବାଦ

(ଜୟନ୍ତ ସେଠୀ/ ଗୋପ): ସତ୍ୟବାଦୀ ନିର୍ଵାଚନ ମଣ୍ଡଳୀରୁ ବିଜେପି ଟିକେଟ ଓମ ପ୍ରକାଶ ମିଶ୍ରଙ୍କୁ ମିଳିଥିବାକୁ ନେଇ ପ୍ରତିକିୟାଶୀଳ ହୋଇ ଉଠିଛନ୍ତି ସତ୍ୟବାଦୀ ଓ କଣାସର ରମା ସମର୍ଥକ । କୋଟି କୋଟି ଟଙ୍କାରେ ଟିକେଟ ଡିଲ ହୋଇଛି ବୋଲି ସଙ୍ଗୀନ ଅଭିଯୋଗ ଅ।ଣିବା ସହିତ ଏôଥପାଇଁ ଜିଲ୍ଲା ଠାରୁ…
Read More...