ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀଙ୍କ ବାସଭବନ ଆଗରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ
ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କ ବାସଭବନ ଘେରାଉ ଓ ବିକ୍ଷୋଭ | ଚାଷ ବଞ୍ଚାଓ, ଚାଷୀ ବଞ୍ଚାଓ ନାରା ଦେଇ ପ୍ରତିବାଦ କରିଛି ସଂଗଠନ । ମଣ୍ଡି ସମସ୍ୟା, ଧାନ କିଣାରେ ଅନିୟମିତତା ଓ କଟନୀ ଛଟନୀକୁ ବିରୋଧ କରି ଏହି ପ୍ରତିବାଦ କରାଯାଇଛି ।…
Read More...
Read More...