୧୦ଟି ରାଜ୍ୟରେ ନୂଆ ଭାରିଆଣ୍ଟ ବିଏ.୨.୭୫ ଠାବ
(ଦିଲ୍ଲୀ) : ଦେଶରେ କରୋନା ମହାମାରୀ ପୁଣି ଘନେଇବା ଆରମ୍ଭ କଲାଣି । ଯାହାକୁ ନେଇ ଚିନ୍ତା ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଭାରତର ୧୦ଟି ରାଜ୍ୟରେ ଓମାଇକ୍ରନ୍ର ଏକ ନୂଆ ଭାରିଆଣ୍ଟ ବିଏ.୨.୭୫ ଠାବ ହୋଇଥିବା ଜଣେ ବିଶେଷଜ୍ଞ ଦାବି କରିଛନ୍ତି । କିନ୍ତୁ ଏ ବାବଦରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
Read More...
Read More...