Browsing Tag

priyadarshani swain

ଚର୍ଚାରେ ଈଶା ଅମ୍ବାନୀଙ୍କ ଶାଢ଼ି ଗାଉନ୍‌

(ମୁମ୍ବାଇ) : ଆଜିକାଲି ବିଶିଷ୍ଟ ବ୍ୟକ୍ତିଙ୍କ ପୋଷାକ ପାଇଁ ସେମାନେ ବେଶ ଚର୍ଚାରେ ରହିଆସୁଛନ୍ତି । ତେବେ ଏହାରି ମଧ୍ୟରେ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଅଲିଅଳି ଝିଅ ଈଶା ଅମ୍ବାନୀ ନିଜର ଷ୍ଟାଇଲ୍‌ ପାଇଁ ପ୍ରଶଂସାର ପାତ୍ରୀ ବନିଛନ୍ତି । ସେ ନିକଟରେ ମେଟ୍ ଗାଲା ୨୦୨୩ରେ ଯୋଗ ଦେଇଛନ୍ତି।…
Read More...

ଦେହରକ୍ଷୀ ଉପରେ ରାଗିଗଲେ ଭାଇଜାନ

(ମୁମ୍ବାଇ) : ବଡିଗାର୍ଡଙ୍କ ଉପରେ ରାଗିଗଲେ ଭାଇଜାନ । ଫିଲ୍ମ ରିଲିଜ୍‌ ପରେ ସେ ଦୁବାଇରୁ ମୁମ୍ବାଇକୁ ଫେରିଛନ୍ତି।  ଏୟାରପୋର୍ଟରେ ଆସୁଥିବା ବେଳେ ଜଣେ ପ୍ରଶଂସକଙ୍କୁ ଠେଲି ଦେବାରୁ ବଡିଗାର୍ଡଙ୍କ ଉପରେ ରାଗିଗଲେ ସଲମାନ। ସବୁବେଳେ  ଫ୍ୟାନ୍ସ ସେଲ୍ଫି ରୋକ ଲଗାଇଥାନ୍ତି ବଡିଗାର୍ଡ। ଏହି…
Read More...

ଟ୍ରେନ ଉପରକୁ ପଥର ମାଡ: ତାତିଲେ ଲୋକେ  

(କେରଳ) : ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ । କେରଳର ମାଲାପୁରମ ଜିଲ୍ଲାର ଥିରୁନାଭାୟା ଓ ତିରୁର ଦେଇ ଏହି ଟ୍ରେନ ଯାଉଥିବାବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ପଥରଟି ସି- ୪ କୋଚରେ ବାଜିଛି। ଫଳରେ ଟ୍ରେନର କାଚ ଭାଙ୍ଗିଯାଇଛି। ତେବେ ରେଳ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା…
Read More...

କାଳବୈଶାଖୀ ପ୍ରଭାବ: ୟେଲୋ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) :  ଆଜି କାଳବୈଶାଖୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା କାଲିଠୁ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ପରିବର୍ତ୍ତନର ଆଶଙ୍କା ନାହିଁ । ୪ ଦିନ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି। ତେବେ ଆଜି ୧୦…
Read More...

କାଲିଠୁ ଆରମ୍ଭ ଭଞ୍ଜନଗର ଠାକୁରାଣୀ ଯାତ୍ରା

(ଭଞ୍ଜନଗର/ପ୍ରିୟଦର୍ଶନୀ ସ୍ୱାଇଁ) : ଆସନ୍ତାକାଲି ଠାରୁ ଅର୍ଥାତ ମେ ମାସ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ପହଞ୍ଚିଛି । ତେବେ କରୋନା ହେତୁ ଦୀର୍ଘ ୬ ବର୍ଷ ପରେ ଆୟୋଜିତ ହୋଇଥିବାରୁ ଅଂଚଳରେ ଖୁସି ର…
Read More...

ବୃଦ୍ଧି ପାଉଛି ହାତୀ ଆକ୍ରମଣ ,୧୦ ମୃତ 

(ଅନୁଗୁଳ) :  ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ ।  ତେବେ ଏହାରି ମଧ୍ୟରେ  ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣ ଚିନ୍ତାର କାରକ ବନିଛି । ତେବେ ହାତୀ ଆକ୍ରମଣରେ ଅନେକ ଲୋକେ ମୃତ୍ୟୁ ବରଣ କଲେଣି  । ମୃତ୍ୟୁ ସଂଖ୍ୟା  ୧୦ରୁ ଉର୍ଦ୍ଧରେ ପହଞ୍ଚିଲାଣି  । ଯାହାକୁ…
Read More...

ଆଖି ବୁଜିଲେ ନନ୍ଦିଶଙ୍କ ଭାଇ ଓଙ୍କାର ସିଂ ସାନ୍ଧୁ 

(ମୁମ୍ବାଇ) : ପରଲୋକରେ ନନ୍ଦିଶଙ୍କ ଭାଇ ଓଙ୍କାର ସିଂ ସାନ୍ଧୁ  । ଭାଇଙ୍କ ଦେହାନ୍ତ ପରେ ନନ୍ଦିଶ ତାଙ୍କ ଇନଷ୍ଟାଗ୍ରାମରେ ଏକ ଦୁଃଖଦ କ୍ୟାପସନ୍ ସହ ଭାଇ ଓଙ୍କାରଙ୍କ ଫଟୋ ପୋଷ୍ଟ କରିଥିବା ଦେଖାଯାଇଛି। ତେବେ ସେ ଭାଙ୍ଗିପଡିଛନ୍ତି । ତାଙ୍କ ଭାଇକୁ ସେ ବହୁତ ଭଲ ପାଉଥିଲେ । ତାଙ୍କୁ ବହୁତ ମିସ…
Read More...

 ଡିଜିଟାଲ ମାର୍କେଟିଂ ନାଁରେ ଠକେଇ: ୩ ଗିରଫ 

(ଉତ୍ତରପ୍ରଦେଶ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି  ଡିଜିଟାଲ ମାର୍କେଟିଂ ନାଁରେ ଠକେଇ ।  ୧୫ରୁ ୨୦ ପ୍ରତିଶତ ସୁଧର ଲୋଭ ଦେଖାଇ ଡିଜିଟାଲ ମାର୍କେଟିଂରେ ପୁଞ୍ଜିନିବେଶ ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ଏକ ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଠକେଇ ରୢାକେଟ୍‌କୁ ଇଓଡବ୍ଲୁ ଠାବ …
Read More...

 ‘ପୋନିୟିନ୍‌ ସେଲ୍‌ଭନ୍‌-୨’ ପାଇଁ ପ୍ରଶଂସା କଲେ ସ୍ୱାମୀ 

(ମୁମ୍ବାଇ) :  ଚଳିତ ବର୍ଷ ରିଲିଜ ହୋଇଯାଇଛି ‘ପୋନିୟିନ୍‌ ସେଲ୍‌ଭନ୍‌-୨’ । ପୂର୍ବବର୍ଷ ବଡ଼ ପରଦ‌ାରେ ଦେଖିବାକୁ ମିଳିଥିବା ଚୋଲ୍‌ ସାମ୍ରାଜ୍ୟର ‘ପୋନିୟିନ୍‌ ସେଲ୍‌ଭନ୍‌’ର ପ୍ରଥମ ଭାଗ ସୁପରହିଟ ହୋଇଥିଲା  । ଐଶ୍ବର୍ଯ୍ୟା ରାୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟିକୁ ରିଭ୍ୟୁ ବହୁତ ଭଲ ମିଳିଛି।…
Read More...

ଧାରଣାରେ ଯୋଗଦେଲେ ସିଦ୍ଧୁ

(ଜନ୍ତର ମନ୍ତର) : ଡବ୍ଲୁଏଫ୍‌ଆଇ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପ୍ରତିବାଦ ଚଳାଇଥିବା କୁସ୍ତି ଖେଳାଳିଙ୍କ ସହିତ ଆଜି ଜନ୍ତର ମନ୍ତରରେ ଯୋଗ ଦେଇଛନ୍ତି କଂଗ୍ରେସ ନେତା ନବଜୋତ୍‌ ସିଦ୍ଧୁ । ଏହାକୁ ନେଇ ସେ ‘ଟୁଇଟର୍‌’ରେ ଫଟୋ ସେୟାର୍‌ ଲେଖିଛନ୍ତି ଯେ , ସମ୍ମାନ, ସତ୍ୟନିଷ୍ଠା…
Read More...