Browsing Tag

priyadarshani swain

ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ସଂକ୍ରମିତ

(ଭୁବନେଶ୍ୱର) : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୪୯ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୮୮ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ…
Read More...

ଆଜି ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ କଲେ ୫ଟି ସଚିବ ପାଣ୍ଡିଆନ୍

(ଭୁବନେଶ୍ୱର) : ଆଜି ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ କଲେ ୫ଟି ସଚିବ ଆଇଏଏସ୍ ଭି. କାର୍ତ୍ତିକେୟନ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାର୍ଯ୍ୟର ସମୀକ୍ଷା କରିଥିବା ବେଳେ ମୋଟ ୧୮୦ କୋଟି ଦେୟ ଖର୍ଚ୍ଚରେ ୨୦୨୨ ଜୁନ୍‌…
Read More...

ସ୍କୁଲ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ହତ୍ୟା ନା ଆତ୍ମହତ୍ୟା ?

(ନବରଙ୍ଗପୁର) : ସ୍କୁଲ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ମହାଦେବ ସ୍କୁଲ ପରିସରରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହା ହତ୍ୟା କି…
Read More...

ଟ୍ରାଫିକ୍ ପୋଲିସଙ୍କ ଘରେ ସୁନା ପାଇଖାନା , ମାଲିକ ଗିରଫ

(ଦିଲ୍ଲୀ) : ଟ୍ରାଫିକ୍ ପୋଲିସ ମୁଖିଆଙ୍କ ଘରେ ପହଞ୍ଚିଥିଲା ପୋଲିସ । ଘରେ ପହଞ୍ଚିବା ମାତ୍ରେ ପୋଲିସ ଯାହା ଦେଖିଲା ଆଖିକୁ ବିସ୍ୱାସ କରିପାରିଲା ନାହିଁ। ରାଜମହଲ ଭଳି ଘର ସାଙ୍ଗକୁ ଝରକା, କବାଟ, ବେଡ୍‌ ଲାଇଟ୍‌ ଆଦି ସବୁ ଥିଲା ସୁନାରେ ତିଆରି। କିନ୍ତୁ ସବୁଠାରୁ ବଡ କଥା ହେଉଛି କି…
Read More...

ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ରାଷ୍ଟ୍ରପିତ ଭବନ ମ୍ୟୁଜିୟମ୍

(ଦିଲ୍ଲୀ) : ପର୍ଯ୍ୟଟକଙ୍କ ପାଇଁ ଖୋଲିବ ରାଷ୍ଟ୍ରପିତ ଭବନ ମ୍ୟୁଜିୟମ୍। ଅଗଷ୍ଟ ୧ ତାରିଖରୁ ଜଣ ସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ ମ୍ୟୁଜିୟମ । ଆଉ ଏବେ ସଂକ୍ରମଣ ଧୀରେ ଧୀରେ କମିବାରୁ ଅଗଷ୍ଟ ୧ ତାରିଖରୁ ପୁଣିଥରେ ଖୋଲିବାକୁ ଯାଉଛି। ଏନେଇ ଶୁକ୍ରବାର ଅଧିକାରୀକ ସୂଚନା ଦିଆଯାଇଛି।…
Read More...

ଟୋକିଓ ଅଲମ୍ପିକ : ଫାଇନାଲରେ ସ୍ଥାନ ପାଇ ଆଉଟ୍ ହେଲେ ସୌରଭ ଚୌଧୁରୀ

(ଦିଲ୍ଲୀ) : ଗତକାଲିଠାରୁ ଆରମ୍ଭ ହୋଇଛି କ୍ରୀଡାର ବିଶ୍ଵ ମହାକୁମ୍ଭ ଅଲିମ୍ପିକ। ଉତ୍ତର ପ୍ରଦେଶର ମେରଠର ସୌରଭ ଚୌଧୁରୀଙ୍କୁ ନେଇ ଭାରତର ମଉଳିଲା ଯାଇଛି । ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ ସ୍ଥାନ ପାଇ ୧୧ ସଟ୍ ପରେ ସପ୍ତମ ସ୍ଥାନରେ ରହି ୧୦୭ ସ୍କୋର କରି ଆଉଟ୍ ହୋଇଛନ୍ତି।…
Read More...

ରାଜ ପର୍ଣ୍ଣ ଫିଲ୍ମ ନୁହେଁ ଏରୋଟିକ୍ ଫିଲ୍ମ ତିଆରି କରୁଥିଲେ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ

(ମୁମ୍ବାଇ) : ଅଶ୍ଳୀଳ ଭିଡିଓ ମାମଲାରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ୍ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲା। ଯେଉଁଠି ରାଜ ଓ ଶିଳ୍ପାଙ୍କୁ ମୁହଁମୁହିଁ ବସାଇ ପଚରାଉଚରା କରିଥିଲା। ଶିଳ୍ପା ସେଟ୍ଟୀ ଏହି ସମୟରେ କ୍ରାଇମବ୍ରାଞ୍ଚର କଡା ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ।…
Read More...

ବିଶ୍ବରେ ପ୍ରଥମ ବ୍ୟକ୍ତିଙ୍କର ୨ ହାତ ପ୍ରତ୍ୟାରୋପଣ , ୨୩ ବର୍ଷ ପୂର୍ବେ ଦୁର୍ଘଟଣାରେ ହରାଇଥିଲେ ହାତ

(ଦିଲ୍ଲୀ) : ଫ୍ରାନ୍ସରେ ଜଣେ ବ୍ୟକ୍ତିଙ୍କର ଦୁଇ ହାତ ପ୍ରତ୍ୟାରୋପଣ ହୋଇଛି । ଏହା ବିଶ୍ୱର ପ୍ରଥମ ଘଟଣା । ତାଙ୍କର ଦୁଇ ହାତ ଓ କାନ୍ଧର ପ୍ରତ୍ୟାରୋପଣ ହୋଇଛି । ୪୯ ବର୍ଷୀୟ ଫେଲିକ୍ସ ଗ୍ରେଟାର୍ସନ ଜଣେ ଇଲେକ୍ଟ୍ରିସିଆନ୍‌ । ୨୩ ବର୍ଷ ପୂର୍ବେ ଏକ ବିଦ୍ୟୁତ୍‌ ଦୁର୍ଘଟଣାରେ ସେ ଦୁଇ ହାତ…
Read More...

୨୦୧୧ ସ୍ବଚ୍ଛତା ସୂଚୀରେ ଭାରତକୁ ୧୦୦% ସ୍କୋର

(ଦିଲ୍ଲୀ) : ଜାତିସଂଘର ସ୍ୱଚ୍ଛତା ବା ପାରଦର୍ଶିତା(ଟ୍ରାନ୍ସପରେନ୍ସି) ସୂଚୀରେ ଭାରତର ୨୦୨୧ରେ ଏହା ୧୦୦%ରେ ରହିଛି । ଡିଜିଟାଲ ଓ ନିରନ୍ତର ବାଣିଜ୍ୟ ସୁବିଧା ପ୍ରଦାନରେ ଦେଶର ସ୍କୋର ୯୦.୩୨%କୁ ବୃଦ୍ଧି ପାଇଛି । ୨୦୧୯ରେ ଏହା ୭୮.୪୯% ରହିଥିଲା । ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳ ପାଇଁ…
Read More...

ଟୋକିଓ ଅଲମ୍ପିକ : ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ

(ଦିଲ୍ଲୀ) : ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଶାନଦାର ବିଜୟ। ଉପଅଧିନାୟକ ହରମନପ୍ରୀତ ସିଂହ ଓ ରୁପିନ୍ଦର ପାଲ ସିଂହଙ୍କ ଶାନଦାର ଗୋଲ ଓ ଗୋଲକିପର ପିଆର ଶ୍ରୀଜେଶଙ୍କ ଦମଦାର ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତୀୟ ହକି ଦଳ।…
Read More...