Browsing Tag

priyadarshani swain

ଚିକେନ ସହ ଫଳ ଓ ଆଳୁ ଖାଉଛନ୍ତି କି ? ହୋଇପାରେ ଏହି ସମସ୍ୟା

(ଭୁବନେଶ୍ୱର) : ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇଥା’ନ୍ତି। ଆଉ ଏହି କ୍ରମରେ ଏମିତି କିଛି ଭୁଲ୍ କରି ବସନ୍ତି, ଯାହା ଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଅର୍ଥାତ୍ ଯେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକୁ ଏକାଠି…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୪୯ ନୂଆ ସଂକ୍ରମିତ ଚିହ୍ନଟ

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ କରୋନା ମିଟର ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୩୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୨ ଜଣ…
Read More...

ଶିକ୍ଷକଙ୍କୁ ଟିକା ଦେବାରେ ରାଜ୍ୟ ସରକାର ସହଯୋଗ କରିବା ଉଚିତ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

(ଭୁବନେଶ୍ୱର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁ ଦିବସ ପୂର୍ବରୁ ଦେଶର ସମସ୍ତ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଭିଡ୍‌ ଟିକା…
Read More...

“ରାହୁଲ ଗାନ୍ଧୀ ମୁଦ୍ରାକରଣର ଅର୍ଥ କଣ ଜାଣିଛନ୍ତି : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

(ଦିଲ୍ଲୀ) : କେନ୍ଦ୍ର ସରକାରଙ୍କର ଏନ୍‌ଏମ୍‌ପି ଯୋଜନାକୁ ସମାଲୋଚନା କରିବା ପରେ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ କଟାକ୍ଷ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟାସ୍‌ନାଲ ମୋନିଟାଇଜେସନ୍‌ ପାଇପ୍‌ଲାଇନ ପ୍ଲାନ ଘୋଷଣା…
Read More...

ଖୁବ ଶୀଘ୍ର ୧୨ ରୁ ୧୭ ବୟସ ପିଲାଙ୍କ ପାଇଁ ଟୀକା

(ଦିଲ୍ଲୀ) : ଦେଶରେ ୧୨ ବର୍ଷରୁ ଅଧିକ ପିଲାମାନେ ମଧ୍ୟ ଶୀଘ୍ର କରୋନା ଟିକା ପାଇପାରିବେ । ଏହି ବୟସ ବର୍ଗର ପିଲାମାନଙ୍କୁ ଅକ୍ଟୋବର ପ୍ରଥମ ସପ୍ତାହରୁ ଟିକା ଦିଆଯିବାକୁ ଯୋଜନା କରାଯାଇଛି । ସର୍ବପ୍ରଥମେ, ସେହି ଟିକା ସେହି ପିଲାମାନଙ୍କୁ ଦିଆଯିବ ଯେଉଁମାନେ କିଛି ଗୁରୁତର ରୋଗରେ ପୀଡିତ…
Read More...

ମୋ ପାଖରେ ଏତିକି ଟଙ୍କା ନାହିଁ କି ମୁଁ ଜଣେ ପତ୍ନୀଙ୍କ ଖର୍ଚ୍ଚ ବହନ କରିପାରିବି : ଅମିର ଖାନଙ୍କ ଭାଇ ଫୈସଲ

(ମୁମ୍ବାଇ) : ବଲିଉଡର ଶ୍ରୀ ପରଫେକ୍ସନିଷ୍ଟ ଅମିର ଖାନ ଆଜିକାଲି ତାଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅନ୍ୟପକ୍ଷରେ ଅମିର ଖାନଙ୍କ ଭାଇ ଫୈସଲ ଖାନ ମଧ୍ୟ ତାଙ୍କ କମ୍‌ବ୍ୟାକ୍‌ ଚଳଚ୍ଚିତ୍ର ‘ଫ୍ୟାକ୍ଟ୍ରି’ ସହିତ ନିର୍ଦ୍ଦେଶନା ଜଗତରେ ପାଦ ଦେବାକୁ ଯାଉଛନ୍ତି। ଏଭଳି…
Read More...

ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ଅନୁଭବ ମହାନ୍ତି

(ଭୁବନେଶ୍ୱର) : ପୁଣି ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ ସାଂସଦ ଅନୁଭବ ମହାନ୍ତି। ଏ ନେଇ ଅନୁଭବ ଏକ ଟ୍ୱିଟ୍ କରିଛନ୍ତି। ଅନୁଭବ ଲେଖିଛନ୍ତି, ‘ତୁମ ନୂଆ ଚଳଚିତ୍ର ଶୁଟିଂ ବିଷୟରେ ଜାଣିବାକୁ ପାଇଲି। ଆରମ୍ଭରୁ ହିଁ ତୁମେ ଆତ୍ମବିଶ୍ୱାସୀ ଓ ନିଜ କର୍ମ ଷେତ୍ରରେ ନିଷ୍ପତ୍ତି ନେବାରେ ସ୍ୱାଧୀନ…
Read More...

ଗୁପଚୁପର ମାଳି ଓ ମୁକୁଟ ପିନ୍ଧି ବେଦି ଉପରେ ସାତଫେରା ନେଲେ ଯୁବତୀ

(ଦିଲ୍ଲୀ) : ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଥାଏ। ଅନେକ ସମୟରେ ବିବାହ ଏବଂ ବର-କନ୍ୟାର ମଜାଦାର ଏବଂ ଅଜବ ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖି ଆପଣ ନିଜର ହସ ରୋକିପାରିବ ନାହିଁ। ଏହି ଭିଡିଓରେ ଜଣେ କନ୍ୟାକୁ…
Read More...

ଭାଇରଲ ହେଲା ୧୫ ଶହ ମାସ୍କ ବିଶିଷ୍ଟ ୱେଡିଂ ଡ୍ରେସ୍‌

(ଦିଲ୍ଲୀ) : ସମସ୍ତେ ନିଜ ବିବାହ ଦିନ ଏକ ସୁନ୍ଦର ୱେଡିଂ ଡ୍ରେସ୍ ପିନ୍ଧିବା ପାଇଁ ଚାହିଁଥା’ନ୍ତି। ଏଥିପାଇଁ ବହୁ ଦିନ ପୂର୍ବରୁ ଲୋକେ ଡିଜାଇନର ଲେହେଙ୍ଗା ହେଉ ଅବା ଗାଉନ୍ ସିଲେକ୍ଟ କରି ରଖନ୍ତି। କେବଳ ସେତିକି ନୁହେଁ ନିଜ ମନପସନ୍ଦ ମୁତାବକ ଲେହାଙ୍ଗା ମଧ୍ୟ ଡିଜାଇନ କରିବାକୁ ଡ୍ରେସ୍…
Read More...

ପୁଣି ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ସୁପରଷ୍ଟାର ପ୍ରକାଶ ରାଜ

(ମୁମ୍ବାଇ) : ପୁଣି ହାତକୁ ଦି ହାତ ହେଲେ ସାଉଥ ସୁପରଷ୍ଟାର ପ୍ରକାଶ ରାଜ। ଦିକ ରିତିନୀତି ଅନୁଯାୟୀ ତାଙ୍କ ବିବାହ ସରିଛି। ଏନଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପୂର୍ବରୁ ପ୍ରକାଶ ରାଜ ପୋନି ବର୍ମାଙ୍କୁ ବିବାହ କରିଥିଲେ। ଦୀର୍ଘ ୧୧ ବର୍ଷ ଧରି ଏ ଦୁହେଁ ଏକାଠି ରହିଥିଲେ। ଗତକାଲି…
Read More...