Browsing Tag

priyadarshani swain

୨୦୨୨ରେ ବଡ଼ ପରଦାକୁ ଆସିବ “କେଜିଏଫ-୨”

(ମୁମ୍ବାଇ) : ବହୁ ପ୍ରତିକ୍ଷିତ ଫିଲ୍ମ କେଜିଏଫ-୨ର ରିଲିଜ ଡେଟ୍‌ ଘୋଷଣା ହୋଇଛି। ଏଥିସହ ସାମ୍ନାକୁ ଆସିଛି ଫିଲ୍ମର ନୂଆ ପୋଷ୍ଟର। ଏହି ପୋଷ୍ଟରକୁ ନିଜେ ରକି ଭାଇ ଓରଫ ଫିଲ୍ମର ଲିଡ୍‌ ଅଭିନେତା ୟଶ୍‌ ନିଜ ସୋଶାଲ ମିଡିଆରେ ଶେଆର କରିଛନ୍ତି। ୟଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆଜିର…
Read More...

ଡାଇବେଟିସ୍ ଭଲ କରୁଛି ଭାଗବତ ଗୀତା , ଜାଣନ୍ତୁ ଏହି ଆଧ୍ୟାତ୍ମିକ ଉପାୟ

(ଦିଲ୍ଲୀ) : ମଣିଷ ଶରୀରରେ ସର୍କରା ବା ମିଠାର ମାତ୍ରା ବଢ଼ିଗଲେ ମଧୁମେହ ବା ଡାଇବେଟିସ୍ ରୋଗ ହୋଇଥାଏ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଓସମାନିଆ ଜେନେରାଲ ହସ୍ପିଟାଲର ଡାକ୍ତରଙ୍କ ସମେତ ଗବେଷଣା ଟିମ୍ ମଧୁମେହକୁ ଭଲ କରିବା ପାଇଁ ଆଧ୍ୟାତ୍ମିକ ଉପାୟ ଖୋଜି ବାହାର କରିଛନ୍ତି। ଆଉ ଏହାର…
Read More...

ରୋଡ଼ରେ ହୁ ହୁ ହୋଇ ଜଳିଗଲା ବାଇକ

(ବାରିପଦା) : ବାରିପଦା ମଧୁବନ ଅଞ୍ଚଳରେଏକ ବାଇକ ହୁ ହୁ ହୋଇ ଜଳିଗଲା । ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୋକାନ ଚାଲି ଓ ବାଇକ୍ ଜାଳି ଦେବାକୁ ଉଦ୍ୟମ କରାଯାଇଥିବାର ଲୋକେ କହିଛନ୍ତି । ତେବେ ବାଇକ୍ ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ ଦୋକାନ ଚାଳି ଅଳ୍ପକେ ବର୍ତ୍ତି ଯାଇଛି ।…
Read More...

ଗ୍ରୀନ୍ ଜୋନରେ ଡ୍ରୋନ୍ ସଞ୍ଚାଳନ ପାଇଁ ଆବଶ୍ୟକ ନାହିଁ ଅନୁମତି

(ଦିଲ୍ଲୀ) : କେନ୍ଦ୍ର ସରକାର ନୂଆ ଡ୍ରୋନ୍ ନିୟମ ଅଧିସୂଚନା ଜାରି କରିଦେଇଛନ୍ତି । ଏହି ନୂଆ ନିୟମ ମାନବ ରହିତ ବିମାନ ପ୍ରଣାଳୀ ନିୟମର ସ୍ଥାନ ନେବ । ନୂଆ ନିୟମ ଅନୁସାରେ ଏବେଠୁ ଗ୍ରୀନ୍ ଜୋନରେ ଡ୍ରୋନ୍ ସଞ୍ଚାଳନ ପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ । ଗ୍ରୀନ୍ ଜୋନ ୪୦୦ ଫୁଟ ବା ୧୨୦ ମିଟର…
Read More...

୨୦୨୨ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା

(ଦିଲ୍ଲୀ) : ୨୦୨୨ ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା। ଏନେଇ କେନ୍ଦ୍ର ସରକାର ଏହି ନୂଆ ପ୍ରସ୍ତାବ ଦେଇଛନ୍ତି। ହେଲେ କେଉଁ ପଦ୍ଧତିରେ ହେବ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ପୂର୍ବରୁ ବାଘ ଓ ହାତୀ ଗଣନା ଅଲଗା ଅଲଗା ହେଉଥିଲା। ସୂଚନାନୁଯାୟୀ , ଜଙ୍ଗଲ ହ୍ରାସ ପାଉଥିବାରୁ ହାତୀଙ୍କର…
Read More...

ଟିଏମସି ସାଂସଦ ନୁସରତ ଜାହାନଙ୍କ ଘରକୁ ଆସିଲା ନୂଆ ଅତିଥି

(ମୁମ୍ବାଇ) : ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି । ସେ ଏକ ସୁସ୍ଥ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଉଭୟ ଅଭିନେତ୍ରୀ ଏବଂ ଶିଶୁ ସୁସ୍ଥ ଅଛନ୍ତି । ପ୍ରସବ କରିବାର କିଛି ଘଣ୍ଟା ପୂର୍ବରୁ ନୁସରତ…
Read More...

କାଜୁ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ

(ଭୁବନେଶ୍ୱର) : ଡ୍ରାଏ ଫ୍ରୁଟସ୍ ତଥା କାଜୁ ଖାଇବା ସମସ୍ତଙ୍କୁ ପସନ୍ଦ। ଏହାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗେ। କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ମଧ୍ୟ କୁହାଯାଏ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ୧. ଯଦି ଆପଣଙ୍କର…
Read More...

ଡ୍ରଗ୍ସ କେସ୍‌ରେ ଫସିଲେ ପରିଚିତ ଭଲ୍ଲାଲଦେବଙ୍କ ସହ ଅନ୍ୟ ସାଉଥଷ୍ଟାର

(ମୁମ୍ବାଇ) : ଡ୍ରଗ୍ସ କେସ୍‌ରେ ଫସିଲେ ବାହୁବଳୀର ଭଲ୍ଲାଲଦେବ ଓରଫ ସାଉଥ ସୁପରଷ୍ଟାର ରାଣା ଦଗୁବତୀ। ୪ ବର୍ଷ ପୁରୁଣା ଡ୍ରଗ୍ସ କେସ୍‌ରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। କେବଳ ରାଣା ଦଗୁବତୀ ନୁହନ୍ତି ତାଙ୍କ ସହ ଏକାଧିକ ସାଉଥଷ୍ଟାର ମଧ୍ୟ ଫସିଛନ୍ତି। ଅଭିନେତ୍ରୀ ରକୁଲ…
Read More...

ଯେଉଁ କୁକୁର ମୋତେ କାମୁଡି ଥିଲା ତାକୁ ମୁଁ ପୁଣି କାମୁଡି ଦେବି : ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ

(ମୁମ୍ବାଇ) : ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ। ସେ ସର୍ବଦା କିଛି ନ କିଛି କହି ଚର୍ଚାରେ ରହିଥାନ୍ତି । ବିଗ୍‌ ବସ୍‌ OTT କୁ ଯିବା ପାଇଁ ସ୍ପାଇଡର୍ ମ୍ୟାନ୍‌ ରୂପ ନେଇଥିଲେ । ଏଭଳି ପରିସ୍ଥିତିରେ, ବର୍ତ୍ତମାନ ରାକ୍ଷୀଙ୍କ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯାହା ପୁଣି ଥରେ…
Read More...

ମର୍ମନ୍ତୁଦ ସଡକ ଦୃର୍ଘଟଣା, ଜଣେ ମୃତ

(କଟକ) : କଟକ ଜିଲ୍ଲା ଟାଙ୍ଗୀ ଥନା ଅନ୍ତର୍ଗତ ବଇଞ୍ଚୁଆ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନୁତ ବସ ଦୁର୍ଘଟଣା ହୋଇଛି । ଏହି ବସ ଚଣ୍ଡୀଖୋଲରୁ କଟକ ଯାତ୍ରୀ ନେଇ ଆସୁଥିଲା । ମୃତ ହେଲପର ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବନ୍ଦାଳ ଗ୍ରାମର ସଦାନନ୍ଦ ଜେନା । ମୃତ ସଦାନନ୍ଦ ଙ୍କୁ ଟାଙ୍ଗୀ…
Read More...