ଜାହାଜରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ଚାଲିଗଲା ୧୩ ଜୀବନ
(ଦିଲ୍ଲୀ) : ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୧୩ ମୃତ । ଜାହାଜରେ ଯାଉଥିଲା ଗ୍ୟାସ୍ ଭର୍ତ୍ତି ବଡ଼ ବଡ଼ କଣ୍ଟେନର୍। କ୍ରେନ୍ରୁ ଖସିଗଲା ଗୋଟିଏ ଟାଙ୍କି । ଫଳରେ ଉପୁଜିଲା ଭୟଙ୍କର ସ୍ଥିତି। ମଧ୍ୟପ୍ରାଚ୍ୟ ଦେଶ ଜୋର୍ଡାନ୍ରେ ଏଭଳି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ…
Read More...
Read More...