Browsing Tag

Private Bus Owners Association

ଲୋୟର ପିଏମଜିରେ ଘରୋଇ ବସ ମାଲିକ ସଂଘର ସଦସ୍ୟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳର ପ୍ରକ୍ରିୟା ବିରୋଧରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ବସ ମାଲିକ। ସରକାର ନ ଶୁଣିଲେ ଡିସେମ୍ବର…
Read More...

ଆସନ୍ତା କାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଡିବନି ବସ

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜ୍ୟରେ ଗଡିବନି ବସ । ଏନେଇ ଘରୋଇ ବସ ମାଲିକ ସଂଘ ଘୋଷଣା କରିଛି । ସରକାର ଓ ମାଲିକ ସଂଘର ଆଲୋଚନାରୁ କୌଣସ ନିଷ୍କର୍ଷ ବାହାରିନଥିବା କୁହାଯାଉଛି । ତେବେ ଏନେଇ ଆଲୋଚନା ସଫଳ ହୋଇନି କି ବିଫଳ ହୋଇନି କହିଚି ଘରୋଇ ବସ ମାଲିକ ସଂଘ । ଏନେଇ ସେ ଆହୁରି ମଧ୍ୟ…
Read More...