ଯାଜପୁରରେ ବଡ଼ ନେତା ଜନତା, ଉପଯୁକ୍ତ ଦାୟିତ୍ୱ ନେବା ସମୟ ଆସିଛି: ପ୍ରୀତିରଞ୍ଜନ ଘଡ଼ାଇ
ଭୁବନେଶ୍ୱର: ପୁଣି ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି। ତାଙ୍କର ସରକାରୀ କ୍ବାର୍ଟରରେ ଏକାଠି ହେଲେ ଯାଜପୁର ବିଜେଡିର ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଂଜନ ଘଡ଼େଇ, ସୁଜାତା ସାହୁ, କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ଓ ବିଶ୍ବ ମଲ୍ଲିକ। ଅରବିନ୍ଦ…
Read More...
Read More...