Browsing Tag

Priti PankajaTripathy

ଫେରନ୍ତା ବିମାନକୁ ଅପେକ୍ଷା

ଜଗତସିଂହପୁର/କରଞ୍ଜିଆ/ଯାଜପୁର/କୁଚିଣ୍ଡା/ସୋର: ଜଗତସିଂହପୁର ଜିଲ୍ଲା ପୌରପରିଷଦ ଅନ୍ତର୍ଗତ ଓହଳ ଗ୍ରାମର ଡାକ୍ତରୀ ଛାତ୍ର ଆଶିଷ କୁମାର ସାହୁ। ଯିଏକି ଫସି ରହିଛନ୍ତି ୟୁକ୍ରେନରେ। ଉଦ୍ଧାର ପାଇଁ ପରିବାରର ଲୋକେ ନିବେଦନ କରିଛନ୍ତି।  ଓହଳ ଗ୍ରାମର ସ୍ବର୍ଗତ ସୁରେନ୍ଦ୍ର ନାଥ ସାହୁଙ୍କ ସାନପୁଅ…
Read More...

୨୮ରୁ ବନ୍ଦ ହେବ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: କୋଭିଡ ସ୍ଥିତିରେ ଆସିଛି ସୁଧାର। ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସିର ପଦକ୍ଷେପ। ୨୮ ତାରିଖ ଠାରୁ ବନ୍ଦ ହେବ ସମସ୍ତ କୋଭିଡ କେୟାର ସେଣ୍ଟର। ହାଇଟେକ, କିମ୍ସ କୋଭିଡ ହସ୍ପିଟାଲ ବନ୍ଦ ହେବ। ବିଏମସି ପକ୍ଷରୁ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି କ୍ଲୋଜର ନୋଟିସ। ସେହିପରି…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତି

ଗୋପ: ଆରମ୍ଭ ହୋଇଗଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତି । ଏହି କ୍ରମରେ ପୁରୀରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ଚାଲିବ ଭୋଟଗଣତି । ଆଜି ଜିଲ୍ଲା ପରିଷଦ ଜୋନ ନମ୍ବର ୧, ୩, ୬, ୯, ୧୧, ୧୫, ୧୮, ୨୨, ୨୫, ୨୮ ଏବଂ ୩୧ରେ ଆରମ୍ଭ ହୋଇଛି ଭୋଟ ଗଣତି । ୨୭ ତାରିଖରେ ଜୋନ ନମ୍ବର ୨,୪, ୭, ୧୦, ୧୨,…
Read More...

ମୁଁ ରମେଶଙ୍କ ୧୭ ନମ୍ବର ସ୍ତ୍ରୀ କହୁଛି

ଭୁବନେଶ୍ୱର: ମୁଁ ରମେଶଙ୍କ ୧୭ ନମ୍ବର ସ୍ତ୍ରୀ କହୁଛି । ସାଧି ଡଟ କମ୍ରୁ ରମେଶ ସହ ପରିଚିତ ହୋଇଥିଲି । ସେ ନିଜକୁ ଡାକ୍ତରର ଦେଇଥିଲା ପରିଚୟ । ପରେ ମେ' ମାସ ୨୦୨୧ରେ ଗୌହାଟୀ ରେ କରିଥିଲୁ ବିବାହ । ବିବାହ ବେଳେ ତାଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ । ବିବାହ କିଛିଦିନ ପରେ ମୋତେ…
Read More...

କେନ୍ଦ୍ରୀୟ ଡେପୁଟେସନରେ ଯିବେ କ୍ରିଷନ କୁମାର

ଭୁବନେଶ୍ୱର: କ୍ୟାବିନେଟର ନିଯୁକ୍ତି କମିଟି ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବ ସମାନସ୍ତରରେ ଅଧିକାରୀଙ୍କ ନିଯୁକ୍ତି / ପ୍ରତ୍ୟାବର୍ତନକୁ କରିଛନ୍ତି ଅନୁମୋଦନ । ଏହି କ୍ରମରେ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ କେତେକ ଅଦଳବଦଳ କରିଛନ୍ତି । କର୍ମଚାରୀ, ଜନସ୍ୱାସ୍ଥ୍ୟ ଏବଂ ପେନସନ ମନ୍ତ୍ରଣାଳୟ…
Read More...

୬୫ଥର ପୁସ୍‌ଅପ୍‌ ମାରିଲେ ୫୫ ବର୍ଷୀୟ ଯବାନ

ନୂଆଦିଲ୍ଲୀ: ଯେକୌଣସି ପରିସ୍ଥିତିରେ ହେଉ ନା କାହିଁକି ଦେଶର ସେବା କରିବା ପାଇଁ ଯବାନମାନେ ପଛକୁ ହଟନ୍ତି ନାହିଁ। ଯବାନଙ୍କ ସାମ୍ନାରେ ଦେଶର ସମ୍ମାନ ପାଇଁ ବୟସ ଏବଂ ପରିସ୍ଥିତିକୁ ଖାତିର କରନ୍ତି ନାହିଁ। ସୀମାରେ ଥିବା ଯବାନ ନିଜର ଜୀବନକୁ ବାଜି ଲଗାଇ ଦେଶର ସେବା ପାଇଁ ରହିଥାନ୍ତି।…
Read More...

ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲିକ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ଵାବ ମଲିକ ଗିରଫ। ମନି ଲଣ୍ଡ୍ରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍‌ ନିଜ ଅଫିସକୁ ନେଇଥିଲା। ଇଡିର ଟିମ୍‌ ଭୋର ୫ଟା ବେଳେ ନଓ୍ଵାବ୍‌ ମଲିକଙ୍କ ଘରେ…
Read More...

ଚର୍ଚ୍ଚାରେ ବିଶ୍ୱଙ୍କ ପ୍ରଚାର

ବରୀ: ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ବରୀର ଯୁବ ନେତା ବିଶ୍ଵ ରଞ୍ଜନ ମଲ୍ଲିକ । ଗତ ପଞ୍ଚାୟତ ନିର୍ବାଚନ ସମୟ ରେ ତାଙ୍କ ନେତୃତ୍ବରେ ବରୀ ପଞ୍ଚାୟତ ସମିତି ର ୨୧ ଗୋଟି ସମିତି ସଭ୍ୟ ପଦବୀ ହାସଲ କରି ସୁନନ୍ଦା ଦାସ ଙ୍କୁ ଅଧ୍ୟକ୍ଷା ପଦରେ…
Read More...

ଦୋଷୀଙ୍କୁ ଗିରଫ କର

ଭୁବନେଶ୍ୱର: ଦିନକୁ ଦିନ ବର୍ବରତାର ସୀମା ଟପୁଛନ୍ତି ବିଜେପିି କର୍ମୀ । କେତେବେଳେ ନିର୍ବାଚନୀ ହିଂସା ଘଟାଉଛନ୍ତି ତ କେତେବେଳେ ଗୋଷ୍ଠୀ ସଂଘର୍ଷ ଘଟାଉଛନ୍ତି । ଏନେଇ ଅନେକ ଅଭିଯୋଗ ହୋଇଛିି ବିଜେପିି କର୍ମୀଙ୍କ ନାଁରେ । ହେଲେ ଗତକାଲି ପ୍ରଚାରକୁ ନେଇ ଗୋଷ୍ଠୀ ମଧ୍ୟରେ ଯେଉଁ ଉତେଜନା ଦେଖା…
Read More...

ମୋବାଇଲ ବଢ଼ାଉଛି ଗମ୍ଭୀର ରୋଗ

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ, ନିଦ୍ରାହୀନତା ଅଭିଯୋଗ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଅଧିକାଂଶ ଲୋକ ୱେବ୍ ସୋ ଏବଂ ଅନଲାଇନ୍ ଚଳଚ୍ଚିତ୍ର ପୂରା ସମୟ ଦେଖୁଛନ୍ତି କିମ୍ବା ସୋସିଆଲ୍ ମିଡିଆରେ ସ୍କ୍ରୋଲ୍ କରୁଛନ୍ତି। ଦୀର୍ଘ ସମୟ ଧରି ଏହି ରୁଟିନ୍ ଅନୁସରଣ କରିବା ପରେ ଏହା…
Read More...