Browsing Tag

priti pankaja tripathy

ବିଗୁଡୁଛି ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ: ଚାଲିଛି ୟୁକ୍ରେନ ଓ ରୁଷିଆ ଯୁଦ୍ଧ। ତେବେ ୟାରୀ ମଧ୍ୟରେ ବର୍ତ୍ତମାନ ରୁଷିଆ ସହିତ ବାଣିଜ୍ୟ କାରବାର କରୁଥିବା ଦେଶ ଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଲାଣି। ଏହା ମଧ୍ୟରେ ରହିଛି ଭାରତ। କହିବାକୁ ଗଲେ ଆଗକୁ ଭାରତ ଅନେକ ଅସୁବିଧାର ସାମ୍ନା କରିପାରେ। କାରଣ ଋଷ ଓ…
Read More...

ଟ୍ରେଣ୍ଡରେ ବିଜେଡି

ଭୁବନେଶ୍ୱର: ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି। ପ୍ରଥମ ଦିନରେ ରାଜ୍ୟର ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେବ। ଭୋଟ ବାକ୍ସରେ ରହିଛି ୨ ଲକ୍ଷ ୧୯ ହଜାର ୯୮୬ ପ୍ରାର୍ଥୀଙ୍କ ଭାଗ୍ୟ । ୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡ ମେମ୍ବର, ୩୨, ୮୬୦…
Read More...

ଦାଦା ସାହେବ ଫାଲକେ ଆୱାର୍ଡ:ରଣବୀର ଶ୍ରେଷ୍ଠ ଅଭିନେତା,କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ: ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭଲ ଆଓ୍ଵାର୍ଡ ଗତକାଲି ମାୟାନଗରୀ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ଆଶା ପାରେଖ, ଲାରା ଦତ୍ତା, ରଣବୀର ସିଂ, ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ସମେତ ବହୁ କଳାକାର ଯୋଗ ଦେଇଥିଲେ । ଫିଲ୍ମ…
Read More...

ଜେଲରେ ଲାଲୁ

ବିହାର: ଦୋରନ୍ଦା ଟ୍ରେଜେରୀ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁଙ୍କୁ ୫ ବର୍ଷ ଜେଲ୍ । ଚାରା ଘୋଟାଲାରେ ଲାଲୁଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏହାସହ ୬୦ ଲକ୍ଷ ଟଙ୍କା ଜରିମାନା ନେଇ ରାୟ ଶୁଣାଇଲେ ରାଞ୍ଚି ଉଈଓ ସ୍ୱତନ୍ତ୍ର ଅଦାଲତ । ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ…
Read More...

ଫେସ୍‌ବୁକକୁ ଝଟକା

ନୂଆଦିଲ୍ଲୀ: ବିଭିନ୍ନ ଟେଲିକମ କମ୍ପାନୀ ସେମାନଙ୍କର ପ୍ରି ପେଡ୍ ପ୍ଲାନର ଦାମ୍ ବଢାଇଛନ୍ତି । ଦୁଇମାସ ହେଲା ରିଚାର୍ଜ ପାଇଁ ଗ୍ରାହକ ଅଧିକ ଟଙ୍କା ବ୍ୟୟ କରୁଛନ୍ତି । ଏହାଦ୍ୱାରା ଫେସବୁକକୁ ଲାଗିଛି ବଡ ଝଟ୍କା । କମ୍ପାନୀର ବ୍ୟାପକ କ୍ଷତି ହୋଇଛି । ଭାରତରେ ପ୍ରିପେଡ୍ ପ୍ୟାକ୍ ମହଙ୍ଗା ହେଲା…
Read More...

ମୁଣ୍ଡ କଟିଯାଉ ପଛେ ଗଛ କାଟିବାକୁ ଦେବୁନି

ନୂଆଦିଲ୍ଲୀ : ଗଛ କଟାକୁ ବିରୋଧ । ୬ଟି ଗଛ କାଟିଦେଇଥିବା ସରକାରୀ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ । ଏପରି ଘଟଣା ସାମ୍ନାକୁ ଆସିଛି ଝାଡଖଣ୍ଡରେ । ମୁଣ୍ଡ କଟିଯାଉ ହେଲେ ଗଛ କଟିଲେ ବରଦାସ୍ତ କରାଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ସୂଚନାନୁସାରେ, ଝାଡଖଣ୍ଡର ଟାଣ୍ଡାଗକେଲ ଗ୍ରାମରେ…
Read More...

ବିନା ଗର୍ଭରେ ଜନ୍ମ ନେବେ ଶିଶୁ

ଚୀନ୍‌: ମାନବର ଗର୍ଭାଶୟରେ ଭ୍ରୁଣର ବିକାଶ ହୁଏ, ଯାହାକୁ ଶିଶୁ କୁହାଯାଏ। ବର୍ତ୍ତମାନ ଚାଇନାର ବୈଜ୍ଞାନିକ କୃତ୍ରିମ ଉପାୟରେ ଭ୍ରୁଣର ବିକାଶ ନିମନ୍ତେ ଚେଷ୍ଟା କରୁଛନ୍ତି। ଏହାର ଯତ୍ନ ନେବା ପାଇଁ କୃତ୍ରିମ ବୃଦ୍ଧି ଓ ବଳ ପ୍ରୟୋଗ କରାଯିବ। ଏହି କୃତ୍ରିମ ଭ୍ରୁଣର ବିକାଶ ସହିତ ଜଡିତ ପ୍ରତ୍ୟେକ…
Read More...

କର୍ମଚାରୀଙ୍କୁ ଅନନ୍ୟ ବିଦାୟ

ରାଜସ୍ଥାନ: ଜଣେ କର୍ମଚାରୀଙ୍କୁ ତାଙ୍କ ଅବସର ସମୟରେ ଦିଆଯାଇଥିବା ବିଦାୟ ସମ୍ୱର୍ଦ୍ଧନା ଏବେ ଚର୍ଚ୍ଚା ପାଲଟିଛି। ରାଜସ୍ଥାନ ସୀମାନ୍ତ ବାଡମେର ଜିଲ୍ଲାରେ ଏହି ଘଟଣା ଏବେ ସବୁଛି ଚର୍ଚ୍ଚା । ଏହି ଅନନ୍ୟ ବିଦାୟର ଏବେ ଚର୍ଚ୍ଚାରେ ଅଛି । ଯେଉଁ କର୍ମଚାରୀ ଜଣକ ଜୀବନସାରା ଅଧିକାରୀଙ୍କ ଗାଡି…
Read More...