Browsing Tag

primeminister

୭ ଟି ରାଜ୍ୟରେ ଟେକ୍ସଟାଇଲ ପାର୍କ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଘୋଷଣା କରିଛନ୍ତି ଯେ ଦେଶର ୭ ଟି ରାଜ୍ୟରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବ। ସେ କହିଛନ୍ତି ଯେ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ମିତ୍ର…
Read More...

ପଛରୁ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ କଲେ ଦୂର୍ବୁତ

ଜାପାନ:ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ହୋଇଛି ଆକ୍ରମଣ । ସିଞ୍ଜୋ ଆବେଙ୍କୁ ପଶ୍ଚିମ ଜାପାନର ନାରା ସହରରେ ଗୁଳିମାଡ଼ କରାଯାଇଥିବା ବେଳେ ଛାତିରେ ଗୁଳି ବାଜିଥିବା ସୂଚନା ମିଳିଛି ।ଏକ ଜନସଭାକୁ ସମ୍ବୋଧନ ସମୟରେ ଗୁଳିମାଡର ଶିକାର ହୋଇଥିଲେ ସିଞ୍ଜୋ । ଗୁଳିବାଜିବା ଫଳରେ…
Read More...