Browsing Tag

Pressday

ଉଦଳା ୟୁନିକ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ

ଉଦଳା ଠାରେ ଜାତୀୟ ପ୍ରେସ ଦିବସ ୟୁନିକ ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି। ଉପଜିଲ୍ଲାପାଳ, ଡେପୁଟି କଲେକ୍ଟରଙ୍କ ସମେତ ବରିଷ୍ଠ ସାମ୍ବାଦିକ ଅତିଥି ଭାବେ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ପାଳନ ନେଇ ନିଜର ବକ୍ତବ୍ୟ ରଖିଥିଲେ। ସାମ୍ବାଦିକତାରେ କିଭଳି ନିର୍ଭିକତା ଆପଣାଇ ପାରିଲେ ଏବଂ ସତ୍ୟ ଖବର…
Read More...

କାର୍ଯ୍ୟରତ ଓ ତୋଷାଲି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଏମ୍ଇ ସ୍କୁଲଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ଆଧୁନିକ ଯୁଗରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ଉକ୍ତ କାର୍ଯକ୍ରମରେ ସଇଁତଳା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା ମୁଖ୍ୟ…
Read More...

ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ଜାତୀୟ ପ୍ରେସ ଦିବସ

ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ସ୍ଥାନୀୟ ପର୍ଶୁରାମ ପେଲେସ ଠାରେ ଜାତୀୟ ପ୍ରେସ ଦିବସ ୨୦୨୫ ମହା ସମାରୋହର ସହ ପାଳିତ ହୋଇଯାଇଛି। ଏସୋସିଏସନ ର ବରିଷ୍ଠ ସଦସ୍ୟ ସୁଶୀଲ ନାଏକ ଙ୍କ ଆବାହକତ୍ୱ ରେ ସମସ୍ତ ପ୍ରିଣ୍ଟ ମିଡ଼ିଆ,ଇଲେକ୍ଟ୍ରୋନିକ୍ସ ମିଡ଼ିଆ ବନ୍ଧୁ ମାନେ ଉପସ୍ଥିତ…
Read More...

ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ପାଳନ

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଯାଇଛି ଜାତୀୟ ସାମ୍ବାଦିକତା ଦିବସ । ସାମ୍ବାଦିକ ଦିବସ ହେଉଛି ଜଣେ ସାମ୍ବାଦିକ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ପ୍ରତିବର୍ଷ ପରି ଚଳିତ ବର୍ଷ  "ଟାଙ୍ଗୀ ସାମ୍ବାଦିକ ସଂଘ"  ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ଟାଙ୍ଗୀ…
Read More...

ଅନୁଗୋଳ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ

ଅନୁଗୋଳ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପ୍ରେସ କ୍ଲବ ତରଫରୁ ମହାସମାରୋହରେ ପାଳିତ ହୋଇଯାଇଛି। ଜାତୀୟ ପ୍ରେସ୍ ଦିବସ ପ୍ରତେକବର୍ଷ ୧୬ ନଭେମ୍ବରରେ ପାଳନ କରାଯାଏ। ୧୯୬୬ ମସିହାରେ “ପ୍ରେସ୍ କଉନସିଲ୍ ଅଫ୍ ଇଣ୍ଡିଆ” କାର୍ଯ୍ୟକ୍ଷମ ହେବାର ସ୍ମୃତିରେ ଏହି ଦିନଟି ପାଳନ ହୁଏ। ଏହା ଦେଶର ପ୍ରେସ୍…
Read More...

କଳାହାଣ୍ଡିରେ ପାଳିତ ହୋଇଯାଇଛି ଜାତୀୟ ପ୍ରେସ ଦିବସ

କଳାହାଣ୍ଡି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ, ଭବାନୀପାଟଣା ଜିଲ୍ଲାପାଳ ସଦଭାବନା ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା। ସଭାରେ କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପାଓ୍ବାର ପ୍ରକାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ, ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଙ୍କୁ ଜିଲ୍ଲାପ୍ରଶାସନ ପୁଷ୍ପଗୁଚ୍ଛ…
Read More...

ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଭିନ୍ନ ପ୍ରୟାସ “ ଶିଶୁଟିଏକୁ ଗଛଟିଏ “

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ନେଇ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଭିନ୍ନ ପ୍ରୟାସ  “ଶିଶୁ ଟିଏ କୁ ଗଛ ଟିଏ”  । ରାୟଗଡା ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ  ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ନେଇ ଭିନ୍ନ ପ୍ରୟାସ “ଶିଶୁଟିଏକୁ ଗଛଟିଏ”…
Read More...

ମିଡିଆ ହାଉସ କାର୍ଯ୍ୟାଳୟ ଉଦ୍ଘାଟିତ

ପୁରୀ : ଜାତୀୟ ପ୍ରେସ ଦିବସ ଅବସରରେ ମିଡିଆ ହାଉସ କାର୍ଯ୍ୟାଳୟ ପିପିଲି ରେ ଉଦଘାଟିତ ହୋଇଅଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କ ଧର୍ମପତ୍ନୀ ତଥା ସମାଜସେବୀ ଜାଗୃତି ପଣ୍ଡା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି । ବିଶେଷ କରି ନିଷ୍ଠାପର ଭାବରେ ଖବର ପରିବେଷଣ କରିବା…
Read More...